top of page

ଅନୀଲ କୁମାର ପାଢ଼ୀ (୧୯୬୯) ସାମ୍ପ୍ରତିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ସ୍ପଷ୍ଟ ଓ ପ୍ରଭାବଶାଳୀ ସ୍ୱର। ନୂଆନୂଆ କାହାଣୀ ଓ ବିଷୟର ଖୋଜ୍‍ରେ ଥାଆନ୍ତି ତାଙ୍କ ଗଳ୍ପ-ଉପନ୍ୟାସର ଚରିତ୍ରମାନେ। ସେମିତି ଏକ ଅନୁସନ୍ଧାନରୁ ସୃଷ୍ଟ ଏ ଉପନ୍ୟାସ। ପିଲାଦିନେ ବୁଢୀମା, ମା' ଓ ବାପା ନିଷ୍ଠାର ସହିତ ପୂଜା କରୁଥିଲେ ଅନନ୍ତଙ୍କର। ବ୍ରହ୍ମପୁତ୍ର ଉପତ୍ୟକାରେ ସେହି ଅନନ୍ତଙ୍କୁ ଖୋଜିବାର ନିଶାରୁ "ଆଦିମୂଳ’ ଉପନ୍ୟାସର ସୃଷ୍ଟି। ପ୍ରକାଶିତ ଅନ୍ଯାନ୍ଯ ଗଳ୍ପ ସଂକଳନ: ଏକ ବିସ୍ଫୋରଣର ଅପେକ୍ଷାରେ, ସୋପାନସୋପାନ ମୁକ୍ତି, ଆର୍ଦ୍ରା ନକ୍ଷତ୍ରର ବର୍ଷା, ଛାଇପରି କିଛି, ସନ୍ଧିକ୍ଷଣ, ହାଟ, ନୀଡ ନୀର୍ଜନ, ଶେଷ ରାତିର ଶୋଷ, ନୂଆ ସ୍ୱପ୍ନର ସ୍କେଚ୍‌, ଘା ଓ ମେଫିଷ୍ଟୋଫିଲିସ୍‌, ବିସ୍ଥାପିତ ଈଶ୍ୱର, ଗ୍ରୀନ ରୁମ୍‌, ଷ୍ଟାପଲର୍‌, ବିମ୍ବ ପ୍ରତିବିମ୍ବ! ଉପନ୍ୟାସ: ମେଘରାତି, ସାରା ରାସ୍ତା, ଓ ଏକାକୀ, ମଧ୍ୟପଦ, ଅନ୍ଧାର ସେତିକି!

Adimula | Anil Kumar Parhi | ଆଦିମୂଳ | ଅନୀଲ କୁମାର ପାଢୀ

SKU: AAKPI
₹245.00Price
Quantity
  • Publisher ‏ : ‎ Timepass

    First Edition : 8 December 2023

    Language ‏ : ‎ Odia

    Paperback ‏ : ‎ 192 pages

    ISBN-13 ‏ : ‎ 978-9395682442

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page