top of page

ଲକ୍ଷ୍ମୀ ଚାନ୍ଦ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପୋଖତ ହାତ। ଘଟଣାର ମଂଜକୁ ଯାଇ ସେ ଦରାଣ୍ଡିନିଅନ୍ତି ଗଳ୍ପର ଭ୍ରୂଣ। ଚରିତ୍ରର ଚେରରେ ସର୍ଜନାର ଖଣିଜ ଦେଇ ସେ ତାକୁ ବଢ଼ାଇପାରନ୍ତି ହୃଷ୍ଟପୁଷ୍ଟ କରି। ସେଥିପାଇଁ ତାଙ୍କ ଗଳ୍ପଗୁଡ଼ିକରେ ଜନଜୀବନର ପ୍ରତିବିମ୍ବ ଦିଶେ; ସମୟର ସ୍ବର ଶୁଭେ; ଆସ୍ଥା ଓ ଅସ୍ତିତ୍ବର ମହକ ଚହଟେ। ସତ କହିବାକୁ ଗଲେ ଲକ୍ଷ୍ମୀ ଚାନ୍ଦ ଗପ ଲେଖନ୍ତି ନାହିଁ, ବରଂ ଗପମାନେ ଲେଖେଇ ନିଅନ୍ତି ନିଜକୁ ତାଙ୍କ ହାତରେ। ଗପମାନେ ଚୋରି କରନ୍ତି ତାଙ୍କ ସମୟ! ପଦାରେ ପକାନ୍ତି । ହଟହଟା କରନ୍ତି ଆଉ ଅସହାୟ ହୋଇ ଲେଖିକା ଲେଖିବସନ୍ତି ସେ ଗପ। ଦୀର୍ଘ ତିନି ଦଶନ୍ଧି ଧରି ଗଳ୍ପ ରଚନାରେ ସକ୍ରିୟ ଥିବା ଲକ୍ଷ୍ମୀ ଚାନ୍ଦଙ୍କ ‘ଅକଡ଼’ ଆପଣଙ୍କୁ ଟିକେ ନୂଆପ୍ରକାର ସ୍ଵାଦ ଦେବ, ଏହା କହିବାରେ ଦ୍ଵିଧା ନାହିଁ। - ସରୋଜ ବଳ

Akad | Laxmi Chand | ଅକଡ଼ | ଲକ୍ଷ୍ମୀ ଚାନ୍ଦ | ଗଳ୍ପ ସଂକଳନ

SKU: ALCD
₹175.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback : 136 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page