ଜଣେ ବିଶିଷ୍ଟ ଗଣିତଜ୍ଞ ଓ ବୈଜ୍ଞାନିକ ହୋଇ ମଧ୍ୟ ଡ. ବିଜ୍ଞାନୀ ଦାସ ବିଗତ ତିନି ଦଶନ୍ଧି ଧରି ନିରନ୍ତର ଲେଖନୀ ଚାଳନା କରିଆସୁଛନ୍ତି। କବିତା, ଗୀତ ଓ ଉପନ୍ୟାସ ରଚନାରେ ଆଗ୍ରହ ଥିଲେ ମଧ୍ୟ ‘ଗଳ୍ପ’ ତାଙ୍କର ପ୍ରଥମ ପସନ୍ଦ। "ସଂପର୍କ' (୨୦୦୧), "ରହସ୍ୟ' (୨୦୧୩), "ଅଣାୟତ୍ତ ଭାଗ୍ୟ' (୨୦୧୭), "ମାନିଲେ ଦେବତା' (୨୦୧୯) ଆଦି ପରେ ‘ବଦଳି ଯାଉଥିବା ପୃଥିବୀ’ ତାଙ୍କର ପଞ୍ଚମ ଗଳ୍ପ ପୁସ୍ତକ। କବିତା ସଙ୍କଳନ "ସଂପର୍କର ସେତୁ' (୨୦୧୫) ଓ ଉପନ୍ୟାସ "ବସନ୍ତ ପଲ୍ଲବୀ' (୨୦୧୮) ମଧ୍ୟ ତାଙ୍କର ପ୍ରକାଶିତ। ଏତଦ୍ବ୍ୟତୀତ ସେ ଦୁଇଟି ସଂଗୀତ କ୍ୟାସେଟ୍ "ମନତରଙ୍ଗ' ଓ "କୁସୁମାଞ୍ଜଳି'ର ଗୀତିକାର।
Badali Jauthiba Pruthibi | ବଦଳି ଯାଉଥିବା ପୃଥିବୀ | ଡ. ବିଜ୍ଞାନୀ ଦାସ | ଗଳ୍ପ ସଂକଳନ
SKU: BJPBDS
₹195.00Price
Publisher : Timepass
First edition : 2022
Paperback : 168 pages
Language : Odia
Reading age : 18 years and up
Country of Origin : India