top of page

ଗୌରହରି ଦାସ (୧୯୬୦) କଥାର କୁହୁକରେ ବାନ୍ଧି ରଖିଆସିଛନ୍ତି ପାଠକପାଠିକାଙ୍କୁ ଦୀର୍ଘ ତିନି ଦଶନ୍ଧି ଧରି । ଅଣଦେଖା ମଣିଷର କଥା ଓ ବ୍ୟଥା ତାଙ୍କ କଲମରେ ସୃଷ୍ଟିକରିଛି ଅନେକ କ୍ଲାସିକ୍‍ । ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଡକ୍ଟର ଦାସଙ୍କର ସତରରୁ ଅଧିକ ଗଳ୍ପ ସଂକଳନ, ପାଞ୍ଚଟି ଉପନ୍ୟାସ, ତିନୋଟି ଭ୍ରମଣକାହାଣୀ, ଛଅଟି ଲଳିତ ଗଦ୍ୟ ସଂକଳନ, ଛଅଟି ଅନୁବାଦ, ଏକାଧିକ ନାଟକ, ପ୍ରବନ୍ଧ, କବିତା ଆଦି ପ୍ରାୟ ଷାଠିଏଟି ପୁସ୍ତକ ପ୍ରକାଶ ପାଇଛି । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ରେ ପାଠକମାନେ ଭେଟିବେ ସେମିତି କିଛି ଗୌରହରୀୟ ଚରିତ୍ରଙ୍କୁ, ଯେଉଁମାନେ ଆମ ଆଖପାଖ ଅନ୍ଧାରରେ ଆତଯାତ ହେଉଛନ୍ତି । ସେଇ ଅନ୍ଧାରୀ ଚରିତ୍ରମାନେ ପାଠକୀୟ ଉତ୍କଂଠାକୁ ଆଲୋକିତ କରିପାରିବେ ବୋଲି ହୃଦବୋଧ ହୁଏ ।

Bagha O Anyanya Galpa | ବାଘ ଓ ଅନ୍ୟାନ୍ୟ ଗଳ୍ପ | ଗୌରହରି ଦାସ | ଶାରଳା ପୁରସ୍କାରପ୍ରାପ୍ତ

SKU: BOAGGDS
₹200.00Price
Quantity
  • Publisher ‏ : ‎ Timepass

    First edition : 2020

    Paperback : 182 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page