top of page

‘ବିନୋଦ ଦ୍ୱାଦଶ’ର ଗଳ୍ପଗୁଡ଼ିକ ପଞ୍ଚତନ୍ତ୍ରର ବାରଟି କାହାଣୀର ଅବଲମ୍ବନରେ ପରିକଳ୍ପିତ। ପ୍ରାଚୀନ କାହାଣୀର ଆଙ୍ଗିକରେ ଆଧୁନିକ ଜୀବନର ଦ୍ୱନ୍ଦ୍ୱ ଓ ସଂଘାତ ଦର୍ଶାଯାଇଛି। ସମକାଳୀନ ସାମାଜିକ-ରାଜନୀତିକ ପୃଷ୍ଠଭୂମିରେ ଏଇ ପ୍ରାଚୀନ କାହାଣୀ ଗୁଡ଼ିକର କରାଯାଇଛି ନବନ୍ୟାସ। ‘ଏକଦା ଅନ୍ତରଙ୍ଗ’, ‘ଦକ୍ଷିଣ ପବନ’, ‘ଏକାଠି ଏକାଏକା’, ‘ଶୁଣ୍‍ ଅବୋଲକରା’, ‘ସତ ଏକଶତ’ ପରେ ‘ବିନୋଦ ଦ୍ୱାଦଶ’ କଇଳାଶ ପଟ୍ଟନାୟକଙ୍କର ଅନ୍ୟତମ ନିଆରା ଗଳ୍ପଗ୍ରନ୍ଥ।

Binoda Dwadasha | ବିନୋଦ ଦ୍ୱାଦଶ | କଇଳାଶ ପଟ୍ଟନାୟକ | ଗଳ୍ପ ସଂକଳନ

SKU: BDKPK
₹70.00Price
Quantity
  • Publisher ‏ : ‎ Timepass

    First edition : 2013

    Paperback : 96 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page