top of page

‘ବୋଉ’ ଏକ ଶବ୍ଦ ନୁହେଁ, ସଂପର୍କର ସର୍ବନାମ। ‘ବୋଉ’ ଏକ ଡାକ ନୁହେଁ, ଜୀବନର ଜପାମନ୍ତ୍ର। ‘ବୋଉ’ ଏକ ଆସ୍ଥା, ଏକ ଆସ୍ଥାନ। ‘ବୋଉ’ ନିଜେଇ ଏକ କବିତା, ଅପଢ଼ା, ଅବୁଝା। କିଏ ଡାକେ ମା, କିଏ ଡାକେ ମମି, କିଏ ଡାକେ ବୋଉ। ହେଲେ ତା’ ଉପରେ କବିତାଟିଏ ଲେଖିବସିଲେ, ଶବ୍ଦ କହେ ‘ଥାଉ ଥାଉ’। ସେଇ ଲେଖିହେଉନଥିବା ଉଚ୍ଚାରଣକୁ ନେଇ ସମକାଳର ୭୫ଜଣ ଓଡ଼ିଆ କବିଙ୍କ କବିତାକୁ ଏ ପୁସ୍ତକରେ ସଂକଳିତ କରିଛନ୍ତି ‘ପାହାଚ’ ପତ୍ରିକାର ସୁଯୋଗ୍ୟ ସଂପାଦକ, କବି କମଳ କୁମାର ମହାନ୍ତି। ଏଥିପୂର୍ବରୁ ତାଙ୍କ ସଂପାଦନାରେ ପ୍ରକାଶିତ ‘ବାପା’ ସଂକଳନଟି ପରି ‘ବୋଉ’ ମଧ୍ୟ ଖୁବ୍‍ ପାଠକୀୟ ଆଦୃତି ପାଇବ, ଏ ବିଶ୍ୱାସ ଅଛି। - ସରୋଜ ବଳ

Bou | ବୋଉ | ସଂକଳିତ କବିତା | ସମ୍ପାଦନା: କମଳ କୁମାର ମହାନ୍ତି

SKU: BKKMY
₹195.00Price
Quantity
  • Publisher ‏ : ‎ Timepass

    First edition : 2022

    Paperback : 192 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page