ନିରୁପମା ବେହେରା ନୂଆପିଢ଼ିର ଜଣେ ପ୍ରତିଭାମୟୀ କାବ୍ୟଶିଳ୍ପୀ। ଯଦିଓ ରୋମାଣ୍ଟିସିଜମ୍ ତାଙ୍କ କବିତାର ମୁଖ୍ୟ ଆଧାର, ସେଥିରେ କିନ୍ତୁ ଭରିରହିଛି ତମାମ୍ ସ୍ୱପ୍ନ ଓ ସଂଘର୍ଷର ପ୍ରତିଛବି। ‘ଟାଇମ୍ପାସ୍ ପ୍ରଥମା ପୁରସ୍କାର’ପ୍ରାପ୍ତ ତାଙ୍କର ପ୍ରଥମ କବିତା ସଂକଳନ ‘ପାପୁଲିଏ ଜହ୍ନରାତି’ ତାଙ୍କ ସର୍ଜନଶୀଳତାର ଯେଉଁ ମୂଳଦୁଆ ପକାଇଥିଲା; ତାହାର ମାର୍ଜିତ, ମନନଶୀଳ ଓ ମୌଳିକ ରୂପାନ୍ତର ଘଟିଛି ତାଙ୍କର ଦ୍ୱିତୀୟ କବିତା ସଂକଳନ ‘ଚାଲ୍ ଜହ୍ନ ଆଣିଯିବା’ରେ। ପ୍ରଥମ ବହି ପରି ଏ ସଂକଳନଟି ମଧ୍ୟ ପାଠକୀୟ ଆଦୃତି ପାଇବ, ବିଶ୍ୱାସ। - ସରୋଜ ବଳ
Chal Jahna Anijiba | ଚାଲ ଜହ୍ନ ଆଣିଯିବା | ନିରୁପମା ବେହେରା | କବିତା ସଂକଳନ
SKU: CJAJNBA
₹145.00Price
Publisher : Timepass
First edition : 2022
Paperback : 176 pages
Language : Odia
Reading age : 18 years and up
Country of Origin : India