ଦିନେଶ କୁମାର ମାଲୀ (୧୯୬୮) ହିନ୍ଦୀ ସାହିତ୍ୟର ଜଣେ ପ୍ରବୀଣ କଥାକାର ଓ ଅନୁବାଦକ। ନହନ୍ୟତେ, ପକ୍ଷୀବାସ, ରେପ୍ ଏବଂ ଅନ୍ୟାନ୍ୟକାହାଣୀ, ବନ୍ଦ କମରା, ସରୋଜିନୀ ସାହୁଙ୍କ ଦଳିତ କାହାଣୀ, ଜଗଦୀଶ ମହାନ୍ତିଙ୍କ ଶ୍ରେଷ୍ଠ କାହାଣୀ, ଓଡିଆ ଭାଷାର ପ୍ରତିନିଧି କାହାଣୀ ଆଦି ପୁସ୍ତକର ଅନୁବାଦକ ଭାବରେ ସେ ବେଶ୍ ଜଣାଶୁଣା। ‘ଚୀନରେ ସାତ ଦିନ’ ତାଙ୍କର ଏକ ସୁଖପାଠ୍ୟ ଭ୍ରମଣକାହାଣୀ ସଂକଳନ। // ଓଡିଆ ଗଳ୍ପ ଓ ଅନୁବାଦ ସାହିତ୍ୟରେ କନକ ମଂଜରୀ ସାହୁ ଏକ ଶ୍ରଦ୍ଧାସ୍ପଦ ନାମ। ‘ଅସ୍ତରାଗ’, ‘ନିସ୍ତବ୍ଧ ପୃଥିବୀ’ ଆଦି ମୌଳିକ ଗଳ୍ପ ସଂକଳନ ସହିତ ‘ଆବୁଖାଁ କାବକରୀ’, ‘ଲାଲ୍ ଦଉଡି ଓ ଅନ୍ୟାନ୍ୟ କାହାଣୀ’, ‘କାଠଘର ଏବଂ ଅନ୍ୟାନ୍ୟ ଗଳ୍ପ’, ‘ଆଖିର ପରିଭାଷା’, ‘ଲଘୁକଥା ସଂଗ୍ରହ’, ‘ଦେଶ ବିଦେଶର ଲୋକକଥା’, ‘ନେପାଳୀ ସାହିତ୍ୟର ନିର୍ବାଚିତ କାହାଣୀ’, ‘ଚାନ୍ଦର ପାହାଡ’, ‘ବତ୍ରିଶ ସିଂହାସନ କଥା’, ‘ସୁଦୂର ଝରଣା ପାଣିରେ’, ‘ରାଧା କୃଷ୍ଣ’, ‘ମଲାଲା’ଙ୍କ ଜୀବନ ଚରିତ, ‘ସତ୍ୟଭାମା’ ଆଦି ଅନୂଦିତ ପୁସ୍ତକ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।
Chinre Sata Dina | ଚୀନରେ ସାତ ଦିନ | ମୂଳ ହିନ୍ଦୀ: ଦିନେଶ କୁମାର ମାଲୀ | ଅନୁବାଦ: କନକ ମଞ
Publisher : Timepass
First edition : 2022
Paperback : 144 pages
Language : Odia
Reading age : 18 years and up
Country of Origin : India