ପରଂବ୍ରହ୍ମ ତ୍ରିପାଠୀଙ୍କର ସବୁବେଳେ କିଛି କହିବାର ଅଛି ଓ କଥା ତ ଏତିକି କହି ସେ ଲଗାତାର୍ ଘଟଣାର ଯୋଉ କକଟେଲ୍ ବନାନ୍ତି, ସେଠୁ ତ୍ରାହି ପାଇବା ମୁସ୍କିଲ୍। ନିରୁପଦ୍ରବ ହସ ପରି ତାଙ୍କ କଥାସବୁ ଛୁଏଁ ଓ ଛୁଆଏଁ। ଅନ୍ୟ ଗଦ୍ୟକାରଙ୍କ ପରି ସେ ଭୂଆଁବୁଲାନ୍ତିନି ପାଠକକୁ, କହିବା ପାଇଁ କହନ୍ତିନି। ବରଂ କଥା ପଛରେ ଥାଏ ତାଙ୍କର ଗୋଟେ ଠୋସ୍ ଉଦ୍ଦେଶ୍ୟ, ବେଶ୍ ରହସ୍ୟ। ସ୍ବୀକାର କରିବାରେ ଦ୍ଵିଧା ନାହିଁ, ଆମ ପରବର୍ତ୍ତୀ ପିଢ଼ିର ସେ ଜଣେ ନିଖୁଣ ଗଦ୍ୟଶିଳ୍ପୀ। -ସରୋଜ ବଳ
Cocktail | Parambrahma Tripathy | କକଟେଲ୍ | ପରଂବ୍ରହ୍ମ ତ୍ରିପାଠୀ | ଲଳିତ ଗଦ୍ୟ ସଂକଳନ
SKU: CTPTY
₹125.00Price
Publisher : Timepass
First edition : 2018
Paperback : 112 pages
Language : Odia
Reading age : 18 years and up
Country of Origin : India