top of page

ଚିତ୍ତରଞ୍ଜନ ନାୟକ ସମସାମୟିକ ଓଡ଼ିଆ କବିତାର ଅନ୍ୟତମ ଶକ୍ତିଶାଳୀ ଯୁବସ୍ୱର। ମୁକ୍ତ ଦୃଷ୍ଟି ଓ ଭୁକ୍ତ ଅନୁଭବ ତାଙ୍କ କବିତାରେ ପ୍ରାଣସଂଚାର କରେ। ରୂପକ ଓ ଉପମା ପ୍ରୟୋଗରେ ତାଙ୍କର ବିଚକ୍ଷଣତା ପାଠକଙ୍କୁ ଦଣ୍ଡେ ଅଟକାଇଦିଏ। ‘ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ’, ‘ଡାକୁଛ ବୋଲି ଜାଣେ’ ଓ ‘ଆସୁଛ ବୋଲି ଜାଣେ’ର କବି ଭାବେ ସୁପରିଚିତ ଚିତ୍ତରଞ୍ଜନଙ୍କ ‘ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା’ ପ୍ରେମଜ ଶିହରଣର ଏକ ଅନ୍ତରଙ୍ଗ ପ୍ରତୀକ। କେବଳ ପ୍ରେମ ନୁହେଁ, ଜୀବନ ପ୍ରତି ମିତ୍ରଦୃଷ୍ଟି ଓ ଅସଂଗତି ପ୍ରତି କ୍ଷୋଭ ତାଙ୍କ କବିତାକୁ ଯୁଗପତ୍‍ ନରମ-ଗରମ କରି ଗଢ଼ି ତୋଳେ। ଯେଉଁମାନେ ଜୀବନରେ ଥରେଅଧେ ପ୍ରେମର ରାସ୍ତାରେ ଚାଲିଛନ୍ତି, ସେମାନେ ଚିତ୍ତରଞ୍ଜନଙ୍କ ଲିଜା ମିଶ୍ରକୁ ଥରେ ଅନ୍ତତଃ ଏ ବହିରେ ଭେଟିବା ଉଚିତ୍‍। - ସରୋଜ ବଳ

Lija Mishra O Anyanya Kabita | Chittaranjan Nayak | ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା

SKU: LMOAKCNK
₹175.00Price
Quantity
  • Publisher ‏ : ‎ Timepass

    First edition : 2024

    Paperback ‏ : ‎ 156 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page