top of page

ଜ୍ଞାନୀ ଦେବାଶିଷ ମିଶ୍ର (୧୯୮୫) ନୂଆ ପିଢ଼ିର ଜଣେ ପଲ୍ଲବିତ ପ୍ରତିଭା । କବିତାରେ ସେ ଯେପରି ସ୍ୱଚ୍ଛନ୍ଦ ଓ ସଂପ୍ରସାରିତ, ସମାଲୋଚନାରେ ମଧ୍ୟ ସେ ସେପରି ପ୍ରବୀଣ ଓ ସ୍ୱୟଂପୁଷ୍ଟ । ଅତିରିକ୍ତ ଭାବେ ଗାୟନଧର୍ମୀ କବିତା ଓ ଗଜଲ ସହିତ ବେତାର ପାଇଁ ସଙ୍ଗୀତ-ରୂପକ ରଚନା ତାଙ୍କ ସର୍ଜନଶୀଳତାକୁ ବହୁମୁଖୀ କରେ । ୨୦୧୪ରେ ପ୍ରକାଶିତ ‘ଦାଗ’ ସଂକଳନ ମୌଳିକ କାବ୍ୟିକ ପରିଚର୍ଯ୍ୟା ତଥା ପ୍ରସାରିତ ଦୃଷ୍ଟିବୋଧ ଯୋଗୁଁ ବେଶ୍‍ ପାଠକୀୟ ଆଦୃତି ଲାଭ କରିଥିଲା । ୨୦୧୬ରେ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇବା ପରେ ଏହା ହେଉଛି ପୁସ୍ତକଟିର ଦ୍ୱିତୀୟ ସଂସ୍କରଣ । ଦାଗମୟ ସମୟ ଓ ଜୀବନରେ ନିଜକୁ ନିର୍ଦାଗ କରିବାର ଅହରହ ପ୍ରୟାସ ଓ ପ୍ରସ୍ତାବନାକୁ ଆଧାର କରି ରଚିତ ସଂକଳନସ୍ଥ କବିତାଗୁଡ଼ିକ କେବଳ ଆମ ସମୟ ପାଇଁ ନୁହେଁ, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଆଲୋକବର୍ତ୍ତିକା ହେବ, ସନ୍ଦେହ ନାହିଁ ।

Daaga | ଦାଗ | ଜ୍ଞାନୀ ଦେବାଶିଷ ମିଶ୍ର | ସାହିତ୍ୟ ଅକାଦେମି ଯୁବପୁରସ୍କାରପ୍ରାପ୍ତ କବିତା ସଂ

SKU: DGDMA
₹195.00Price
Quantity
  • Publisher ‏ : ‎ Timepass

    First edition : 2022

    Paperback ‏ : ‎96 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page