top of page

ଓଡ଼ିଆ ଗୀତ ଓ ପଟକଥା ଜଗତରେ ବେଶ୍‍ ଜଣାଶୁଣା ସ୍ଥିତ ପଟ୍ଟନାୟକ ଯେ ଖୁବ୍‍ ମନନଶୀଳ କବିତା ଲେଖନ୍ତି, ଏକଥା ଅନେକେ ଜାଣିନଥିବେ। ଶାସ୍ତ୍ରୀୟତା ବିନା ଯେମିତି ସଙ୍ଗୀତର କିଛି ଭିତ୍ତି ନାହିଁ, ସାହିତ୍ୟ ବିନା ସେମିତି ସିନେମାର କୌଣସି ସତ୍ତା ନାହିଁ। ସିନେମା ଜଗତରେ ସ୍ଥିତ ପଟ୍ଟନାୟକଙ୍କ ସଫଳତା ପଛରେ ତେଣୁ ନିଶ୍ଚିତ ଭାବେ ରହିଛି ତାଙ୍କର ନିରୋଳା କବିପଣ ଓ ସାହିତ୍ୟମନସ୍କତା। ‘ଏବେ ଫେରିଯିବାର ବେଳ’ ସ୍ଥିତ ପଟ୍ଟନାୟକଙ୍କ ପ୍ରଥମ ଶବ୍ଦ ସନ୍ତକ। ଜୀବନର ଉଠା-ପକା, ଚଢ଼ାଣି-ଗଡ଼ାଣିରେ ସେ ଯେଉଁ ଦୁର୍ଲଭ ଅନୁଭୂତିସବୁ ସାଉଁଟିଛନ୍ତି, ସେସବୁର କଳାତ୍ମକ ସଂଗ୍ରହାଳୟ ହେଉଛି ଏ ବହି। ପ୍ରେମ, ଅବସାଦ, ପ୍ରତ୍ୟାଶା, ଅପ୍ରାପ୍ତି ଭିତରେ ଜୀବନଦର୍ଶନର ଭାବପୂର୍ଣ୍ଣ ଚିତ୍ରନାଟ୍ୟ କବିତାଗୁଡ଼ିକରେ ଦେଖିବାକୁ ମିଳେ। ଟିକେ ଭିନ୍ନ, ଟିକେ ଅଲଗା, ଟିକେ ନିଆରାପଣର ଛବି ଆପଣ ପାଇବେ ତାଙ୍କ କବିତାରେ। ହଜିବେ, ମଜିବେ ଓ ଖୋଜିବେ ନିଜକୁ ଅନେକ ଧାଡ଼ିରେ; ଏହା ମୁଁ ଦାବିକରି କହିପାରେ। - ସରୋଜ ବଳ

Ebe Pherijibara Bela | Sthita Pattnaik | ଏବେ ଫେରିଯିବାର ବେଳ | ସ୍ଥିତ ପଟ୍ଟନାୟକ

SKU: EPBSPK
₹145.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback ‏ : ‎108 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page