top of page

ପ୍ରତିଟି ମଣିଷର ମନ ଭିତରେ ଥାଏ ଗୋଟିଏ ନିବୁଜ କୋଠରି। ଅନ୍ୟ କାହାରି ପଶିବାର ଉପାୟ ନାଇଁ। ସେଇ ନିବୁଜ କୋଠରିରେ ଏକାଏକା ମଣିଷଟି ନିସଂକୋଚରେ ନିର୍ବସ୍ତ୍ର ହୁଏ। ଅନ୍ତର୍ମନର ଆଇନାରେ ଦେଖେ ନିଜକୁ। ନିଜର ଖାଲ ଢିପ ଭରା ଦେହ, ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟକୁ। ସେଇ ନିବୁଜ କୋଠରିରେ ନିଜେ ନିଜର ପାପ-ପୁଣ୍ୟର ନିରବ ଦର୍ଶକ ସାଜେ। ମାନବୀୟ ଆବେଦନ, ସମ୍ବେଦନଶୀଳତା, ଅନ୍ତଃ ଦର୍ଶନ ପାଇଁ ପ୍ରସିଦ୍ଧି ପାଇଥିବା ଲେଖିକା ସରୋଜିନୀ ସାହୁଙ୍କର କାବ୍ୟିକ ଉପନ୍ୟାସ ‘ଗମ୍ଭୀରି ଘର’ ସେଇ ନିବୁଜ କୋଠରିର କାହାଣୀ, ଯାହା ଆମ ସମସ୍ତଙ୍କର।

Gambhiri Ghara | ଗମ୍ଭୀରି ଘର | ସରୋଜିନୀ ସାହୁ | ଉପନ୍ୟାସ | ଦ୍ଵିତୀୟ ସଂସ୍କରଣ

SKU: GGSSU
₹175.00Price
Quantity
  • Publisher ‏ : ‎ Timepass

    First edition : 2010

    Paperback ‏ : ‎104 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page