top of page

ଦୁଇ ଦଶନ୍ଧି ଧରି ଅଞ୍ଜନ ଚାନ୍ଦ କଥାମନସ୍କ। କେବେ ହାସ୍ୟବ୍ୟଙ୍ଗ ରଚନା ତ କେବେ ଲଘୁକଥା, କେବେ ପିଲାଙ୍କ ପାଇଁ ମଜାକଥା ତ କେବେ ବଡ଼ଙ୍କ ପାଇଁ ସିରିଅସ୍ ଗପ - ୟେସବୁ ତାଙ୍କର ସର୍ଜନାର ଚରାଭୂଇଁ। ଥଟ୍ଟାମଜାର କୁହୁକ କାହାଣୀ ଭିତରେ ମଂଜ ଥରାଇଦେବା ଭଳି ସମାଜଚେତନା ସେ ଯେପରି ଖୁନ୍ଦିଥାନ୍ତି, ତାହା ପାଠକକୁ ପ୍ରଲୁବ୍ଧ କରେ। ବ୍ୟଙ୍ଗରଚନା ‘ଅଜାଗା ବଥ’ ଓ ଶିଶୁସାହିତ୍ୟ ‘ମନଛୁଆଁ ଗପ’ ପରେ ‘ଗୋଟିଏ ଲୁଙ୍ଗି ଚୋରି ବୃତ୍ତାନ୍ତ’ ତାଙ୍କର ପ୍ରଥମ ସିରିଅସ୍ ଗଳ୍ପସଂକଳନ। ତେବେ କଥାକାର ଅଞ୍ଜନଙ୍କର ଅନ୍ୟଏକ ଲୋକପ୍ରିୟତା ରହିଛି ସ୍ତମ୍ଭରଚନାରେ। ଦୀର୍ଘ ଦିନ ଧରି ‘ଧରିତ୍ରୀ’ର ସ୍ତମ୍ଭକାର ଭାବେ ସେ ପାଠକଙ୍କ ନିକଟରେ ନିଜସ୍ୱ ମୌଳିକ ମନ୍ତବ୍ୟ ଓ ଅନୁଭବ ପରଶି ଚାଲିଛନ୍ତି।

Gotie Lungi Chori Bruttanta | Anjan Chand | ଗୋଟିଏ ଲୁଙ୍ଗି ଚୋରି ବୃତ୍ତାନ୍ତ | ଅଞ୍ଜନ

SKU: GLCBACN
₹50.00Price
Quantity
  • Publisher ‏ : ‎ Timepass

    First edition : 2010

    Paperback ‏ : ‎104 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page