top of page

ଜନଜୀବନର ପିତା କଥାକୁ ମିଠା ସିରାରେ ପରିଣତ କରିବାରେ ସେ ବେଶ୍‍ ଧୂରୀଣ। ଅସଙ୍ଗତିର ଓଦାକାଠକୁ ରସିକତାର ଉଷ୍ମତାରେ ଶୁଖେଇ ହୁଡ୍‍ହୁଡ୍‍ ଜଳେଇବାରେ ସେ ପୂରା ଓସ୍ତାଦ୍‍। ଦର୍ଶକର କାନବାଟେ ଗଳି ମସ୍ତିଷ୍କର ଅନ୍ତଃପୁରରେ ବ୍ୟଙ୍ଗବାଣ ଫୁଟେଇବାରେ ସେ ପକ୍‍କା ବାଣୁଆ। କବିତା ଶୁଣୁନଥିବା ଲୋକକୁ ଦୁଇ କିଲୋମୋଟର୍‍ ଦୂରରୁ କାନଧରି ଘୋଷାରି ଆଣିବାରେ ତାଙ୍କ ସ୍ୱରର ସାଂକୁଚ ବେଶ୍‍ ଜିଦ୍‍ଖୋର୍‍। ସମକାଳର ଧୁଧୁ ଖରାଟିଆ ବ୍ୟଙ୍ଗସାହିତ୍ୟରେ ସେ କେସିପାଲ୍‍ ଛତା: ଓରଫ୍‍ ଜ୍ଞାନ ହୋତା! ଜ୍ଞାନ ହୋତା ଖୋଦ୍‍ ଏକ ଭିଜୁଆଲ୍‍ ପୋଏଟ୍ରି। ଉଭୟ ଆଚରଣ ଓ ଉଚ୍ଚାରଣରେ ସେ ରସାଳ। କେବେ ଗୁରୁଗମ୍ଭୀର ତ କେବେ ଝଡ଼ ପରି ଉଚ୍ଛନ୍ନ, କେବେ ଆତ୍ମବ୍ୟଙ୍ଗ ତ କେବେ ଅନୁଚିନ୍ତନର ମନ୍ଥନ- ଏସବୁ ତାଙ୍କ ରଚନାକୁ କରିଥାଏ ସାମାଜିକ ପ୍ରତିବଦ୍ଧ। ‘ହାଟ ମଝିରେ ବ୍ରହ୍ମଜ୍ଞାନ’ ତାଙ୍କ ବିଦ୍‍ବତ୍ତା ଓ ଆଧ୍ୟାତ୍ମିକ ଉତ୍ତରଣର ସଦ୍ୟତମ ଉଚ୍ଚାରଣ, ଯେଉଁଠି ଆପଣ ବିନା ଚଷମାରେ ଦେଖିପାରିବେ ଆଖପାଖର ସାମାଜିକ ଅସଙ୍ଗତିକୁ ଓ ଲମ୍ବେଇପାରିବେ ଆପଣଙ୍କ ଜ୍ଞାନର ପରିସୀମା। - ସରୋଜ ବଳ

Hata Majhire Brahmagyana | Gyana Hota | ହାଟ ମଝିରେ ବ୍ରହ୍ମଜ୍ଞାନ | ଜ୍ଞାନ ହୋତା | ବ୍ୟ

SKU: HMBGHA
₹0.00Price
Quantity
  • Publisher ‏ : ‎ Timepass

    First edition : 2022

    Paperback ‏ : ‎ 168 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page