ସଭା-ଶୋଭାଯାତ୍ରାରେ ଆମେ ଛାତି ଫୁଲେଇ ‘ଜୟ କିଶାନ୍’ର ନାରା ଦେଉ, କିନ୍ତୁ କିଶାନ୍କୁଳ ତେଣେ ଛାତି ଫଟେଇ ନାରଖାର ହେଇ ଯାଉଥାଏ ନାନାଦି କାରୁଣ୍ୟରେ। ଦେଶର ମୁହଁରେ ହସ ଫୁଟାଉଫୁଟାଉ ଚାଷ ହେଇଯାଏ ନାଶ, ଚାଷୀ ହେଇଯାଏ ହତାଶ। ସେଇ ହତାଶା ଭିତର ଦେଇ ଚାଲିଥାଏ ଏକ ନିଶ୍ଚୁପ ଷଡ଼ଯନ୍ତ୍ର, ହତ୍ୟାର। ଯିଏ ଚୁପ୍, ସିଏ ବି ଏ ହତ୍ୟାର ଭାଗିଦାର। ଏଇ ମର୍ମରେ ରଚିତ ବିଚିତ୍ର ବିଶ୍ୱାଳଙ୍କ ଉପନ୍ୟାସ ‘ହତ୍ୟା’, ଯେଉଁଠି ଆମେ ସମସ୍ତେ ଜଣେଜଣେ ଅପରାଧୀ। - ସରୋଜ ବଳ
Hatya | ହତ୍ୟା | ବିଚିତ୍ର ବିଶ୍ୱାଳ | ଉପନ୍ୟାସ
SKU: HBBL
₹125.00Price
Publisher : Timepass
First edition : 2021
Paperback : 136 pages
Language : Odia
Reading age : 18 years and up
Country of Origin : India