ମଣିରାମ ଜେନା ଓଡ଼ିଆ ଗଳ୍ପ ଜଗତର ଅନ୍ୟତମ ସମର୍ଥ ଶବ୍ଦଶିଳ୍ପୀ। ୧୯୯୭ ‘କଥା ନବପ୍ରତିଭା’ ସହିତ ଓଡ଼ିଆ କଥାସାହିତ୍ୟରେ ପାଦ ଥାପିଥିବା ଶ୍ରୀ ଜେନାଙ୍କର ‘ଆଲୋକର ସଂଧାନ’, ‘ଉଡ଼ାଣ’, ‘ଉପଦେବତା’ ଆଦି ଗଳ୍ପ ସଂକଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ‘ପରମ୍ପରା’ ଶୀର୍ଷକ ଏକ ନାଟକର ମଧ୍ୟ ସେ ସ୍ରଷ୍ଟା। ‘ଇଣ୍ଡିଆ’ ମଣିରାମ ଜେନାଙ୍କର ଚତୁର୍ଥ ଗଳ୍ପ ସଂକଳନ, ଯାହା ସମକାଳୀନ ସମାଜର ବାସ୍ତବତାକୁ ନିଖୁଣ ଭାବେ ପ୍ରତିଫଳିତ କରେ ଓ ମାନବତାର କଥା କହେ।
India | ଇଣ୍ଡିଆ | ମଣିରାମ ଜେନା | ଗଳ୍ପ ସଂକଳନ
SKU: IMJA
₹125.00Price
Publisher : Timepass
First edition : 2022
Paperback : 128 pages
Language : Odia
Reading age : 18 years and up
Country of Origin : India