ଯଶୋବନ୍ତ ସେଠୀ ଉଭୟ ଗଳ୍ପ ଓ କବିତା ରଚନାରେ ସକ୍ରିୟ। ଜଣେ ବରିଷ୍ଠ ଆରକ୍ଷୀ ଅଧିକାରୀ ଭାବେ ସେ ପ୍ରତିନିୟତ ଭେଟୁଥିବା ଓ ଭୋଗୁଥିବା ଘଟଣାର କଳାତ୍ମକ ରୂପ ସ୍ଥାନପାଏ ତାଙ୍କ କଥା ଓ କବିତାରେ। ‘ଅସ୍ତଲଗ୍ନା’, ‘ଭଗ୍ନ ଡେଣାର ଉଡ଼ାଣ’, ‘ନୀଳାଭ ଦିଗନ୍ତ’, ‘ନିଃଶବ୍ଦ ଝଣତ୍କାର’ ଆଦି କବିତା ସଂକଳନର ସ୍ରଷ୍ଟା ଶ୍ରୀ ସେଠୀଙ୍କର ପଞ୍ଚମ କବିତା ସଂକଳନ ‘କେହିଜଣେ ଡାକେ ନଈ ଆରପାଖେ’, ଯେଉଁଥିରେ ସ୍ଥାନପାଇଛି କେତୋଟି ଚମତ୍କାର ଜୀବନବାଦୀ କବିତା। କବିତା ବ୍ୟତୀତ ‘ଅସ୍ତରାଗ’, ‘ରାଗ ବସନ୍ତ’, ‘ନଈ ସେପାରିର ଝିଅ’ ଆଦି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ।
Kehijane Dake Nai Arapakhe | Jasobanta Sethi | କେହିଜଣେ ଡାକେ ନଈ ଆରପାଖେ | କବିତା ସଂ
SKU: KJDNAJSI
₹145.00Price
Publisher : Timepass
First edition : 2023
Paperback : 112 pages
Language : Odia
Reading age : 18 years and up
Country of Origin : India