top of page

“କିମ୍ଭୀର ଯାହାକୁ ଖାଇଯାଏ... ମାନେ ଯାହାକୁ ଫୋପାଡି ଦିଆଯାଏ କିମ୍ଭୀର ମୁହଁକୁ, ତା’ର ସାକ୍ଷୀ ପ୍ରମାଣ ଆମେ କୁଆଡୁ ଆଉ ପାଇବୁ ଆଜ୍ଞା!” ଏହିଭଳି ନିଷ୍ଠୁର ବାସ୍ତବତାର କଥା କହେ ଚିରଶ୍ରୀ ଇନ୍ଦ୍ରସିଂଙ୍କ ‘କିମ୍ଭୀର ଦେଶ’। ନିଜ କାହାଣୀରେ ଘଟଣା ଭିତରକୁ ବାଟ କଢ଼େଇ ନେଉନେଉ ଗାଳ୍ପିକା ଆମକୁ ଭେଟାନ୍ତି ଆମ ସମୟର ବିକୃତ ଚେହେରାମାନଙ୍କୁ। ଜୀବନ ଅନ୍ୱେଷଣରେ ବାହାରିଥିବା ଗାଳ୍ପିକା ଚିରଶ୍ରୀ ତାଙ୍କ ଗଳ୍ପରେ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ନିରସ୍ତ୍ର ବାସ୍ତବତାକୁ ହିଁ ଅସ୍ତ୍ର କରିଥାନ୍ତି। କଣ୍ଟାକୁ କଣ୍ଟାରେ କାଢ଼ିଲା ପରି ସେ ଆଖିରେ ଅଙ୍ଗୁଳି ଗେଂଜି ଦେଖେଇ ଦିଅନ୍ତି ଅସଙ୍ଗତି ଓ ଅସାରତାର ଛବି। ସେ ଛବି କାହାରି ନା କାହାରି ଆଖିରେ ତ ନିହାତି ବାଜିବ। -ସରୋଜ ବଳ

Kimbhira Desha | କିମ୍ଭୀର ଦେଶ | ଚିରଶ୍ରୀ ଇନ୍ଦ୍ରସିଂ | ଗଳ୍ପ ସଂକଳନ

SKU: KDCIH
₹145.00Price
Quantity
  • Publisher ‏ : ‎ Timepass

    First edition : 2021

    Paperback ‏ : ‎ 152 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page