ଷାଠିଏ ମାଇଲ ସ୍ପିଡ୍ରେ ଯାଉଥିବା ଗାଡ଼ି ଭିତରେ, ଗୋଟିଏ ଝିଅର ମୁହଁକୁ ମୁହୂର୍ତ୍ତକର ଭଗ୍ନାଂଶ ପାଇଁ ଦେଖି, ଆସନ୍ତା ଷାଠିଏ ଦିନ ପାଇଁ ମାରାତ୍ମକ ପ୍ରେମରେ ଯେ ପଡ଼ିପାରନ୍ତି, ସେ ନିଶ୍ଚୟ ଜଣେଲୋକ: ଦେବଦାସ ଛୋଟରାୟ। ଗୀତ, କବିତା, ଗଳ୍ପ, ଚିତ୍ରନାଟ୍ୟ, କଟକ, ଖୋକାଭାଇ, ବକ୍ସିବଜାର, ଦିଲ୍ଲୀ, ମୁମ୍ବାଇ, ଲଣ୍ଡନ୍ ଆଦିଙ୍କ ଭିତରେ ଏପାଖ ସେପାଖ ହେଉଥିବା ଦେବଦାସ ଦୀର୍ଘବର୍ଷ ଧରି କେମିତି ଗୋଟିଏ ମଲ୍ଲିକା ପଛରେ ରହିଗଲେ, ତାହା ଭାବିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ସେତିକି ରୋମାଂଚକର ବି। -ସରୋଜ ବଳ
Mallika | ମଲ୍ଲିକା | ଦେବଦାସ ଛୋଟରାୟ | କବିତା ସଂକଳନ
SKU: MDDCY
₹95.00Price
Publisher : Timepass
2nd edition : 2022
Paperback : 88 pages
Language : Odia
Reading age : 18 years and up
Country of Origin : India