ସୁଖ୍ୟାତ କଥାକାର ପାରମିତା ଶତପଥୀଙ୍କ ପ୍ରତିଟି କାହାଣୀ ଭିତରେ କବିତାକୁ ଭେଟିଆସିଛନ୍ତି ଆପଣ। ଏଥର ଭେଟନ୍ତୁ କାହାଣୀର ଅନେକ ଭ୍ରୂଣ, ତାଙ୍କ କବିତା ଭିତରେ। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଏହି ଲେଖିକାଙ୍କ ଏକମାତ୍ର କବିତା ପୁସ୍ତକ ‘ମୋ ଭିତର ମୁଁ’ରେ ଆପଣ ପାଇବେ ଜଣେ ନିରୋଳା ନାରୀକୁ, ଯିଏ ଭୋଗିବା ଭିତରେ ଭଲପାଏ ଓ ଭଲପାଉପାଉ ଭୋଗିଚାଲେ ଜୀବନର ଲଂବା ଖରାବେଳ।
Mo Bhitara Mun | ମୋ ଭିତର ମୁଁ | ପାରମିତା ଶତପଥୀ | କବିତା ସଂକଳନ
SKU: MBMPSY
₹125.00Price
Publisher : Timepass
First edition : 2022
Paperback : 112 pages
Language : Odia
Reading age : 18 years and up
Country of Origin : India