ଲୋପାମୁଦ୍ରା ମିଶ୍ର ଓଡ଼ିଆ ସାହିତ୍ୟର ସଦ୍ୟତମ ସମର୍ଥ କଥାଶିଳ୍ପୀ ଭାବେ ପରିଚିତ। କାହାଣୀରେ ସତ ଓ ମିଛର ଭାଗମାପ ତାଙ୍କୁ ବେଶ୍ ଜଣା। ଭେଟିଥିବା ଘଟଣାକୁ ବେଶ୍ ଚମକପ୍ରଦ ଭାବେ କାହାଣୀର ରୂପ ଦେଲାବେଳେ ଜଣାପଡ଼େନା ଯେ ସେ ନିଜ କଥା ହିଁ କହୁଛନ୍ତି ଚରିତ୍ରର ମାର୍ଫତରେ। ବର୍ଣ୍ଣନାରେ ସଂଚରଣଶୀଳତା ଓ କଥିତ ଗଦ୍ୟଭାଷା ହିଁ ତାଙ୍କ ଗଳ୍ପ-ଉପନ୍ୟାସକୁ ପିନ୍ଧାଇଥାଏ ସମକାଳୀନତାର ପୋଷାକ। ‘ଟାଇମ୍ପାସ୍ ପ୍ରଥମା ପୁରସ୍କାର’ପ୍ରାପ୍ତ ‘ଗୋଲାପୀ ଜ୍ୟାକେଟ୍’ରୁ କଥାଯାତ୍ରା ଆରମ୍ଭ କରିଥିବା ଲୋପାମୁଦ୍ରାଙ୍କ ‘ମାୟାଜାଲ’ ପାଠକଙ୍କୁ ମାୟାରେ ପକାଇବ, ନିଃସନ୍ଦେହ। -ସରୋଜ ବଳ
Mun Dine Feribi Nischay | Ranjan Baug | ମୁଁ ଦିନେ ଫେରିବି ନିଶ୍ଚୟ | ରଞ୍ଜନ ବାଗ | କବି
SKU: MDFNRBG
₹125.00Price
Publisher : Timepass
First Edition : 2022
Paperback : 126 pages
Language : Odia
Reading age : 18 years and up
Country of Origin : India