top of page

ଦେବୀପ୍ରସନ୍ନ ନନ୍ଦ ଜଣେ ସୃଜନଶୀଳ ସ୍ରଷ୍ଟା। ‘ଏକବର୍ଣ୍ଣୀ' ଭଳି ଉପନ୍ୟାସ ଏବଂ ଅନେକ କବିତା ତଥା ପ୍ରବନ୍ଧ ତାଙ୍କୁ ଜଣେ ସମ୍ବେଦନଶୀଳ ଲେଖକର ମାନ୍ୟତା ଦେଇଛି। ତାଙ୍କ ଭ୍ରମଣ ବୃତ୍ତାନ୍ତ ‘ଆଗନ୍ତୁକଙ୍କ ଦେଶ ଆମେରିକା'- ତଥ୍ୟ ଓ କଥ୍ୟର ଏକ ଚମତ୍କାର ଯୁଗପତ୍‍ ଉପସ୍ଥାପନା। ସଂସ୍କୃତିର ସହରର ପୁରୀର ପୃଷ୍ଠଭୂମିରେ ରଚିତ ‘ନାଗାମଣିଷ' ତାଙ୍କ ମାଟିମନସ୍କତା ତଥା ପରଂପରା ପ୍ରତି ପ୍ରେମର ଏକ ନିଖୁଣ ଝଲକ। ପୁସ୍ତକରେ ସ୍ଥାନୀତ ବାଇଶଟି ଗପର ବାଇଶପାହାଚ ପାଠକମାନଙ୍କୁ ପୁରୀ ସହରର ସାଂସ୍କୃତିକ ଗର୍ଭଗୃହଆଡ଼କୁ ବାଟ କଢ଼େଇନେବ, ଏଥିରେ ସନ୍ଦେହ ନାହିଁ । ବାସ୍ତବତା ଓ କଳ୍ପନାର ମିଶ୍ରରାଗରେ ଗଢ଼ା ଏଇ ଗପସବୁ ପରଂପରା ଓ ଆଧୁନିକତାର ମଝିରାସ୍ତାରେ ଠିଆ କରିଦେବାର ସାମର୍ଥ୍ୟ ରଖେ। ଗଳ୍ପରସିକ ପାଠକ, ଗବେଷକ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଏ ପୁସ୍ତକଟି ସଂଗ୍ରହଣୀୟ।

Naga Manisha | Debi Prasanna Nanda | ନାଗା ମଣିଷ | ଦେବୀ ପ୍ରସନ୍ନ ନନ୍ଦ | ଗଳ୍ପ ସଂକଳନ

SKU: NMDPNA
₹245.00Price
  • Publisher ‏ : ‎ Timepass

    First Edition : 2023

    Paperback ‏ : ‎ 184 pages

    ISBN-13 ‏ : ‎ 978-9395682664

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page