top of page

ଡ. ପ୍ରଶାନ୍ତ ନାୟକ ଜଣେ ସମର୍ପିତ ଓଡ଼ିଆ କଥାକାର। ‘ଜୀବନଧାରା’ ଗଳ୍ପ ସଂକଳନ ମାଧ୍ୟମରେ ଓଡ଼ିଆ ଗଳ୍ପଜଗତରେ ପ୍ରବେଶ କରି ସେ ପାଠକମାନଙ୍କ ନିକଟରେ ବିଶେଷ ପରିଚିତି ହାସଲ କରିଛନ୍ତି। ‘ନାୟିକା ମାଳବିକା’ ତାଙ୍କର ଦ୍ୱିତୀୟ ଓଡ଼ିଆ ଗଳ୍ପ ସଂକଳନ। ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାଠାରୁ ଦୂରରେ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିଲେ ବି ସେ ନିଜ ଜନ୍ମମାଟି ଓ ମାତୃଭାଷାର ମମତା ଭୁଲିଯାଇ ନାହାନ୍ତି। ବିଦେଶୀ ମାଟିରେ ବି ତାଙ୍କ ଦେଶୀ ଭାବନାର ଅଙ୍କୁରୋଦ୍‍ଗମ ହୋଇଛି। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅନୁଭୂତିର ତାଡ଼ନା ତାଙ୍କୁ ଅଧିକରୁ ଅଧିକ ଗଳ୍ପମନସ୍କ କରିଚାଲିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବାଲିପାଟଣା ଗ୍ରାମରେ ଜନ୍ମିତ ଡ. ପ୍ରଶାନ୍ତ ନାୟକ ରେଭେନ୍ସା ମହାବିଦ୍ୟାଳୟ ଓ ପରେପରେ ଧାନବାଦସ୍ଥିତ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିରେ ଶିକ୍ଷା ସମାପ୍ତି ପରେ ବିଗତ କୋଡିଏ ବର୍ଷ ଧରି ଦେଶ ଓ ବିଦେଶରେ ବିଭିନ୍ନ ତୈଳ ଓ ପ୍ରାକୃତିକ ବାଷ୍ପ କମ୍ପାନୀରେ କାର୍ଯ୍ୟ କରିଆସୁଛନ୍ତି।

Nayika Malabika | Dr Prasanta Nayak | ନାୟିକା ମାଳବିକା | ଡ. ପ୍ରଶାନ୍ତ ନାୟକ | ଗଳ୍ପ ସ

SKU: NMPNK
₹295.00Price
Quantity
  • Publisher ‏ : ‎ Timepass

    First Edition : 2023

    Paperback ‏ : ‎ 248 pages

    ISBN-13 ‏ : ‎ 978-9395682350

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page