top of page

ଡ. ଆରତୀ ପଟ୍ଟଯୋଷୀ ଓଡ଼ିଆ କଥାସାହିତ୍ୟର ନୂଆ ପ୍ରତିଶ୍ରୁତି। ପିଲାବେଳୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଆସିଥିବା ଶ୍ରୀମତୀ ପଟ୍ଟଯୋଷୀ ଗଳ୍ପ ରଚନାରେ ନିଜକୁ ସହଜ ମଣନ୍ତି। ତାଙ୍କ ଭାଷାରେ, “କିଛି ବାସ୍ତବ, କିଛି ଅବାସ୍ତବ, କିଛି ଅଙ୍ଗେନିଭା ଘଟଣାକୁ ନେଇ କିଛି ପ୍ରଭାବଶାଳୀ ଚରିତ୍ର ଯାହା ସମୟକ୍ରମେ ମନ ଭିତରକୁ ଜବରଦସ୍ତ ଧସେଇ ପଶି ଆସନ୍ତି, ମୋତେ ଆକ୍ରାନ୍ତ କରନ୍ତି ଆଉ ସେମାନଙ୍କ କଥା ଲେଖିବାପାଇଁ ମୋତେ ବାଧ୍ୟ କରନ୍ତି। ସେଇମାନଙ୍କ କଥା ହିଁ ଗଳ୍ପ ରୂପେ ମୋ ଲିଖିତ ଭାଷାରେ ଆତ୍ମପ୍ରକାଶ କରନ୍ତି।” ପ୍ରଥମ ଗଳ୍ପ ସଂକଳନ ‘ମୁଠାଏ ସ୍ବପ୍ନ’ ପରି ଦ୍ବିତୀୟ ସଂକଳନଟି ମଧ୍ୟ ପାଠକୀୟ ଆଦୃତି ପାଇବ ବୋଲି ଆଶା କରାଯାଏ।

Nirabatara Bhasha | Dr Arati Pattajoshi | ନୀରବତାର ଭାଷା | ଡ. ଆରତୀ ପଟ୍ଟଯୋଷୀ | ଗଳ୍ପ

SKU: NBAPI
₹175.00Price
Quantity
  • Publisher ‏ : ‎ Timepass

    First Edition : 2023

    Paperback ‏ : ‎ 140 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page