top of page

ବିଶ୍ୱରଂଜନ ଦାସ ସମକାଳୀନ ଓଡ଼ିଆ ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା କ୍ଷେତ୍ରରେ ଅନ୍ୟତମ ସ୍ପଷ୍ଟ ଓ ପ୍ରଭାବଶାଳୀ ନାମ। ମୌଳିକ ଅନୁଶୀଳନ ଓ ସ୍ୱକୀୟ ବିଶ୍ଳେଷଣାତ୍ମକ ସମୀକ୍ଷା ତାଙ୍କ ଗଦ୍ୟକୁ ଦେଇଥାଏ ଏକ ନୂତନ ଉଚ୍ଚତା। ସଂପ୍ରତି ବିଏନ୍‌ଏମ୍‌ଏ କଲେଜ, ପାଳିଆବିନ୍ଧା, ଭଦ୍ରକର ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ଅଧ୍ୟାପକ ବିଶ୍ୱରଞ୍ଜନଙ୍କର ସାହିତ୍ୟଶ୍ରୀ (ସମାଲୋଚନା), ଚଳନ୍ତିକା (ସ୍ତମ୍ଭସାହିତ୍ୟ), ଓଡ଼ିଆ କବିତାର ଉତ୍ତରଣ, ପ୍ରୟୋଗବାଦରୁ ଉତ୍ତର ଆଧୁନିକତା: ୧୯୫୦-୨୦୨୦ ଆଦି ପ୍ରକାଶିତ। ସମକାଳୀନ ସମୟର କଥା ଓ ବ୍ୟଥାକୁ ନେଇ ରଚିତ ତାଙ୍କର କେତୋଟି ଲଳିତଗଦ୍ୟର ସମାହାର ହେଉଛି ‘ପାଦର ଭାର’। ଲେଖିଲେଖି ବ୍ୟତୀତ ସମ୍ପାଦନା, ସଂଗଠନ ଓ ସଂକଳନରେ ରୁଚି ରଖୁଥିବା ବିଶ୍ୱରଞ୍ଜନ କାନ୍ତକବି ଜୟନ୍ତୀ ସମାରୋହ ସମ୍ମାନ (ଭଦ୍ରକ), ମଧୁବାହିନୀ ଏକାଡ଼େମୀ ସମ୍ମାନ (କଟକ), ସୃଜନ ଶ୍ରୀକ୍ଷେତ୍ର ସମ୍ମାନ (ମାର୍କୋଣା, ବାଲେଶ୍ୱର), ରଂଗରାଗ ପ୍ରବନ୍ଧ ସମ୍ମାନ (ବାସୁଦେବପୁର, ଭଦ୍ରକ), ବିଶେଷ ଖବର ସମ୍ପାଦନା ସମ୍ମାନ (ଭୁବନେଶ୍ୱର) ଆଦି ଆନୁଷ୍ଠାନିକ ସ୍ୱୀକୃତି ଲାଭ କରିଛନ୍ତି।

Padara Bhara | Biswaranjan Das | ପାଦର ଭାର | ବିଶ୍ୱରଂଜନ ଦାସ | ପ୍ରବନ୍ଧ ସଂକଳନ

SKU: PBBDS
₹245.00Price
Quantity
  • Publisher ‏ : ‎ Timepass

    First Edition : 2023

    Paperback ‏ : ‎ 216 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page