ଗୋଲାପମଂଜରୀ କର (୧୯୪୯) ସମକାଳୀନ କଥାସାହିତ୍ୟର ଅନ୍ୟତମ ସଫଳ ଲେଖିକା। ଉଭୟ ଗଳ୍ପ ଓ ଉପନ୍ୟାସ ତାଙ୍କ ଚରାଭୂମି। କେବେକେବେ ଈଶ୍ୱର, ଏବଂ ଶୂନ୍ୟସେତୁ, ଛାୟାବିମ୍ବ, ଗୋଟିଏ ହତ୍ୟା ସଂପର୍କରେ, ପଲକେ ସ୍ୱପ୍ନ, ଅହିର ଭୈରବ, ଶ୍ରେଷ୍ଠଗଳ୍ପ, ମିଥୁନ ଲଗ୍ନ ଆଦି ଗଳ୍ପ ସଂକଳନ ଏବଂ ପ୍ରତିମୋକ୍ଷ, ତନ୍ମୟ କୃଷ୍ଣଚୂଡ଼ା ଆଦି ଉପନ୍ୟାସର ଲେଖିକା ଭାବେ ପାଠକମହଲରେ ସେ ବେଶ୍ ଜଣାଶୁଣା। ସୁଚରିତା ସୁପ୍ରୀତି ଦେବୀ ଗନ୍ତାୟତ ସ୍ମୃତି ପୁରସ୍କାର, ରାଜଧାନୀ ପୁସ୍ତକମେଳା ସମ୍ମାନ, ଚିନ୍ତାଚେତନାର ରାଷ୍ଟ୍ରୀୟ ସମ୍ମାନ, ସାହିତ୍ୟଭାରତୀ ବୀଣାପାଣି କଥା ପୁରସ୍କାର, ମୃଣ୍ମୟୀ ମୁକୁର ସମ୍ମାନ, ସଚିବାଳୟ ବରିଷ୍ଠ ଲେଖିକା ସମ୍ମାନ, କୋରେଇ ମଣ୍ଡଳ ସାହିତ୍ୟ ସମ୍ମାନ ଆଦି ଅଜସ୍ର ସ୍ୱୀକୃତି ପାଇଥିବା ଶ୍ରୀମତୀ କର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ ପରେ ସପରିବାର ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି।
Padeku Pruthwi | Golap Manjari Kar | ପାଦେକୁ ପୃଥ୍ଵୀ | ଗୋଲାପ ମଞ୍ଜରୀ କର | ଗଳ୍ପ ସଂକଳ
Publisher : Timepass
First Edition : 2022
Paperback : 152 pages
Language : Odia
Reading age : 18 years and up
Country of Origin : India