ଧୂଳି ଉଡେଇ ଚାଲିଯାଇଥିଲା ପୁଲିସ ଗାଡ଼ି, ଓକିଲର ଶବକୁ ନେଇ; ଅନ୍ତରାକୁ ନେଇ! ଗାଁ ଦାଣ୍ଡରେ ବସି ରହିଥିଲା ସରସୀ! ମୁହଁରେ କଥା ନାହିଁ! ଆଖିରେ ଲୁହ ନାହିଁ! ଗାଁ ଦାଣ୍ଡ ଶୂନଶାନ ହେଇ ଯାଇଥିଲା! ଲୋକେସବୁ ଫେରି ଯାଇଥିଲେ ନିଜନିଜ ଘରକୁ! କବାଟ ତାଟି ପଡି ସାରିଥିଲା! ଗାଁଟା ଥମଥମ କରୁଥିଲା...! ବିଶିଷ୍ଟ ଭାରତୀୟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ଏମିତିଏକ କରୁଣ କ୍ଲାଇମାକ୍ସ ଥିବା ବାସ୍ତବବାଦୀ କାହାଣୀକୁ ନେଇ ‘ପକ୍ଷୀବାସ’ ଗତିଶୀଳ।
Pakshibasa | ପକ୍ଷୀବାସ | ସରୋଜିନୀ ସାହୁ | ଉପନ୍ୟାସ | ଦ୍ଵିତୀୟ ସଂସ୍କରଣ
SKU: PBSSO
₹125.00Price
Publisher : Timepass
2nd edition : 2022
Paperback : 144 pages
Language : Odia
Reading age : 18 years and up
Country of Origin : India