‘ପ୍ରତିଭା ରାୟ ଫାଉଣ୍ଡେସନ’ ପ୍ରଦତ୍ତ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାରରେ ପୁରସ୍କୃତ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁ ସମକାଳୀନ ଓଡିଆ ସାହିତ୍ୟର ଏକ ସ୍ପଷ୍ଟ ପ୍ରତିବାଦୀ ସ୍ୱର। ‘ପର୍ଣ୍ଣମୋଚୀ’ ଦାରିଦ୍ର୍ୟ ପ୍ରପୀଡ଼ିତ ଭୂମିହୀନଙ୍କ ଉଦ୍ଦେଶ୍ୟରେ ସାମାଜିକ ପରିବତ୍ତର୍ନ ପାଇଁ ଏକ ପ୍ରତୀକାତ୍ମକ ସ୍ଲୋଗାନ। ଟକ୍ସଶରଦ୍ଭମଚ୍ଚ କ୍ଟଲ ଉଷବଦ୍ଭଶର ପରି ଏକ ସ୍ପର୍ଦ୍ଧିତ ଆହ୍ୱାନ।
Parnamochi | Swagatika Swain | ପର୍ଣ୍ଣମୋଚୀ | ସ୍ଵାଗତିକା ସ୍ବାଇଁ | ଉପନ୍ୟାସ
SKU: PMSSN
₹195.00Price
Publisher : Timepass
First edition : 2022
Paperback : 168 pages
Language : Odia
Reading age : 18 years and up
Country of Origin : India