top of page

ସରୋଜ ବଳଙ୍କର କବିତାବହି ସଂଖ୍ୟା ଯଦିଓ ଅଧିକ, ଗଳ୍ପ କିନ୍ତୁ ତାଙ୍କର ପ୍ରଥମ ପ୍ରେମ। ତେବେ ଗଳ୍ପ ଭିତରେ କବିତାର ଛୁଙ୍କ ପାଠକମାନେ ବେଶ୍‍ ବାରିପାରନ୍ତି ତାଙ୍କର। ‘ଶିଉଳି’, ‘ପାୱାରକଟ୍‍’, ‘ମିରର୍‍ ଇମେଜ୍‍’ ଓ ‘ସାତଦିନରେ ଗୋରାପଣ’- ଏହି ଚାରୋଟି ଗଳ୍ପ ସଂକଳନ ଭିତରୁ ଓ ବାହାରୁ କେତେଗୁଡ଼ିଏ ପ୍ରେମଗଳ୍ପକୁ ଏକାଠି କରି ଏ ‘ପ୍ରେମ ପହଣ୍ଡି’ର ପରିକଳ୍ପନା। ଯେଉଁମାନେ ପ୍ରେମରେ ବିଫଳ, ସେମାନେ ଏ ଗଳ୍ପଗୁଡ଼ିକୁ ପଢ଼ି ପ୍ରେମହୀନତାରୁ ଟିକେ ତ୍ରାହି ପାଇପାରିବେ। ଏପରିକି ଯେଉଁମାନେ ସଫଳ, ସେମାନେ ବଂଚିଥିବା ପ୍ରେମକୁ ଆଉଥରେ ଭୋଗିବାର ଅବକାଶ ଅବଶ୍ୟ ପାଇବେ।

Prema Pahandi | ପ୍ରେମ ପହଣ୍ଡି | ସରୋଜ ବଳ | ପ୍ରେମଗଳ୍ପ ସଂକଳନ

SKU: PPSBL
₹125.00Price
Quantity
  • Publisher ‏ : ‎ Timepass

    2nd edition : 2022

    Paperback ‏ : ‎ 152 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page