କମଳ କୁମାର ମହାନ୍ତି ସମସାମୟିକ ଓଡ଼ିଆ ସାହିତ୍ୟରେ ଜଣେ ଭାବସଂଚାରୀ କବି ଭାବେ ସୁପରିଚିତ। ଗଡ଼ାଣି ପାଇଲେ ଯେମିତି ଡେଇଁପଡ଼େ ନଈର ସୁଅ, ଠିକ୍ ସେମିତି ଭାବର ମଣିଷଟିଏ ପାଇଲେ ଛଳଛଳ ହେଇପଡ଼ନ୍ତି ସେ। ଜୀବନକୁ ଟିକେ ଆଦରରେ, ଟିକେ ଦରଦରେ, ଟିକେ ପ୍ରବଣତାରେ ଛୁଇଁଦେଇ ସେ ଡେଣା ହଲାନ୍ତି ଆବେଗର ଆକାଶରେ। ‘ରାଗ ଦରଦ' ତାଙ୍କର ଅଷ୍ଟମ କବିତା ସଙ୍କଳନ, ଯେଉଁଥିରେ ଅଛି ଜୀବନ ଓ ସମୟ ପ୍ରତି ପ୍ରେମ-ଆଉଁଶା। ସମସ୍ତଙ୍କ ଅଲକ୍ଷ୍ୟରେ ପବନ ଯେମିତି ଚହଲେଇ ଦେଇଯାଏ ଡାଳପତ୍ର, ସେମିତି ସେ ଦୋହଲେଇ ଦେଇପାରନ୍ତି ପାଠକର ହୃଦୟକୁ, ତାଙ୍କର ଏଇସବୁ କବିତାର ଛୁଆଁରେ। - ସରୋଜ ବଳ
Raga Darada | Kamal Kumar Mohanty | ରାଗ ଦରଦ | କମଳ କୁମାର ମହାନ୍ତି | କବିତା ସଂକଳନ
SKU: RDKKMY
₹175.00Price
Publisher : Timepass
First edition : 2023
Paperback : 130 pages
ISBN-13 : 978-9395682961
Language : Odia
Reading age : 18 years and up
Country of Origin : India