‘ରାତିର ବତି’ ସରୋଜ ବଳଙ୍କର ୧୫ତମ କବିତା ସଂକଳନ, ଯେଉଁଥିରେ ଅଛି ଜୀବନର କିଛି ଚିପୁଡ଼ା ରସ। ତାଙ୍କର ଅନ୍ୟ କବିତା ସଂକଳନଗୁଡ଼ିକ ହେଉଛି: ବାସରାତି (୨୦୦୧), ଦେହ (୨୦୦୧), ସଂପର୍କର କିଛି ରଂଗ ନାହିଁ (୨୦୦୪), ଗୋଡ଼ ଖସିଯିବ ସମୟର (୨୦୦୫), ଜୀବନଯୋଗ (୨୦୦୬), ଚୁପ୍ଚାପ୍ (୨୦୦୭), ଶୁଭ ଓଁ ଲାଭ (୨୦୦୮), ଛଳନାର ଛତା ଘୋଡ଼ି (୨୦୦୮), ନାନୋ କବିତା (୨୦୦୯), ଛାଇ (୨୦୧୧), ଜନପଥରେ ଖରା (୨୦୧୨), ତୁ ମରିଚୀକା ମୁଁ ମରୁଭୂମି (୨୦୧୨), ଇନା ମିନା ଡିକା (୨୦୧୬), ସମୟ ସହ ସେଲ୍ଫି (୨୦୧୮)।
Ratira Bati | ରାତିର ବତି | ସରୋଜ ବଳ | କବିତା ସଂକଳନ
SKU: RBSBL
₹115.00Price
Publisher : Timepass
First Edition : 2022
Paperback : 104 pages
Language : Odia
Reading age : 18 years and up
Country of Origin : India