top of page

କୃଷ୍ଣ କୁମାର ମହାନ୍ତି ଓଡ଼ିଆ କବିତାକୁ ଏମିତି କୋମଳପଣ ଯାଚନ୍ତି, ଟିକେ ଜୋର୍‍କରି ଧରିଲେ ଶବ୍ଦରୁ ରକ୍ତ ନିଗିଡ଼ି ପଡ଼ିବା ପରି ମନେହୁଏ! ବିଦ୍ରୋହର ନିଆଁକୁ ସେ ପ୍ରେମର ପଞ୍ଚୁଫୁଟଣ ଦେଇ ଏମିତି ବଘାରନ୍ତି, ଛୁଙ୍କର ଛିଙ୍କରେ ଆକ୍ତାମାକ୍ତା ହେଇଉଠେ ସମୟ। ଥାଇ ନଥିବାର ଲୁଚକାଳି ଖେଳରେ ସେ ଏମିତି ଆଚମ୍ବିତ କରୁଥାନ୍ତି ସବୁବେଳେ ତାଙ୍କ ପ୍ରିୟ ପାଠକଙ୍କୁ। ତେବେ ଏ ‘ରୁବି ରାଏ’ କିଏ? ଏ ବହିର ସୂଚିପତ୍ରରେ ଏମିତି ଶୀର୍ଷକର କିଛି କବିତା ଅଛି କି? ନା ସବୁ କବିତା ଭିତରେ ରୁବି ରାଏର ରୁବାଇଆତ୍‍ ରୁଗ୍‍ରୁଗ୍‍ ଯଂତ୍ରଣାଟେ ହେଇ ଝୁଲି ରହିଛି ଅଦୃଶ୍ୟରେ? ଖୋଜନ୍ତୁ ତେବେ...

Ruby Roy | Krushna Kumar Mohanty | ରୁବି ରାଏ | କୃଷ୍ଣ କୁମାର ମହାନ୍ତି | ପ୍ରଥମ କବିତା

SKU: RRKKMY
₹195.00Price
Quantity
  • Publisher ‏ : ‎ Timepass

    2nd edition : 2023

    Paperback ‏ : ‎ 152 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page