top of page

ଅମୃତା ଆଇସ୍‌କ୍ରିିମ୍ ଖାଇ ସାରି ଅନେଇଥିଲା ଦୂର ଦିଗ୍‌ବଳୟ ଆଡେ। ତା ଆଖି ଯୋଡ଼ିକ ଲୁହରେ ଟୁଳୁଟୁଳୁ। ଶେଷ ପଦକ କଥା ସେ ଖୁବ୍ କଷ୍ଟରେ କହିଥିଲା। ମୁଁ ତା କାନ୍ଧରେ ଧୀରେ କରି ହାତ ରଖିଲି ଓ କହିଲି- ବ୍ୟସ୍ତ ହୁଅନି ଅମୃତା। ତମ ରୁମାଲ ମୋ ପାଖରେ ଅଛି। ସେ ବୁଲିପଡ଼ି ମୋ ଛାତିରେ ମୁହଁ ଗୁଞ୍ଜି କଇଁକଇଁ ହୋଇ କାନ୍ଦି ପକାଇଲା।... ଆଗକୁ କଣ ହେଲା ପଢନ୍ତୁ! ଅମରେଶ ବିଶ୍ବାଳଙ୍କ 12 ଟି ମନଛୁଆଁ ପ୍ରେମଗଳ୍ପର ସମାହାର 'ରୁମାଲଚୋରି'!

Rumal Chori | Amaresh Biswal | ରୁମାଲ ଚୋରି | ଅମରେଶ ବିଶ୍ଵାଳ | ପ୍ରେମକଥା ସିରିଜ (୧୪)

SKU: RCABL
₹195.00Price
Quantity
  • Publisher ‏ : ‎ Timepass

    First edition : 2023

    Paperback ‏ : ‎ 160 pages

    ISBN-13 ‏ : ‎ 978-9395682657

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page