ଭାଗୀରଥି ସେନାପତି ତରୁଣ ପିଢ଼ିର ଏମିତି ଜଣେ କବି ଯିଏ ‘ଅବସୋସ’କୁ ନେଇ ଉତ୍ସବ ମନେଇବାର ଆସ୍ପର୍ଦ୍ଧା ରଖନ୍ତି। ଅପ୍ରାପ୍ତି ଓ ଅବସାଦର ଅନ୍ଧାରୁଆ ଗଳିରାସ୍ତା ଦେଇ ପାରିହୁଅନ୍ତି ସଂପର୍କର ଅନାବନା ବଗିଚା । ଲୁହ ତାଙ୍କ ପାଇଁ ଇନ୍ଦ୍ରଧନୁ। ଯନ୍ତ୍ରଣା ତାଙ୍କ ପାଇଁ ସାରେଗାମା। ପ୍ରେମର ସବୁଧାଡ଼ିରେ ଖାଲି କମା ଆଉ କମା। ସବୁ ପ୍ରତିକୂଳତା ଭିତରେ ଜୀବନକୁ କୋଳେଇନେବାର ଆଶା ଓ ଆସ୍ଥାକୁ ନେଇ ତାଙ୍କର ପ୍ରଥମ କବିତା ସଂକଳନ ‘ଋତୁର ନାଁ ଅବସୋସ’ କବିତାଭୁକ୍ ପାଠକଙ୍କ ଦ୍ୱାରସ୍ଥ ହେବ ଓ ଯଥୋଚିତ ଆଦର ପାଇବ, ମୋର ବିଶ୍ୱାସ। -- ସରୋଜ ବଳ
Rutura Na Abasos | Bhagirathi Senapati | ଋତୁର ନାଁ ଅବସୋସ | ଭାଗୀରଥି ସେନାପତି | କବିତ
SKU: RNABSI
₹125.00Price
Publisher : Timepass
2nd edition : 2022
Paperback : 80 pages
Language : Odia
Reading age : 18 years and up
Country of Origin : India