top of page

କାଳନ୍ଦି ସାମଲ (୧୯୭୪) ଓଡ଼ିଆ ଉପନ୍ୟାସର ଜଣେ ଉଦୀୟମାନ ସ୍ରଷ୍ଟା। ଅବକ୍ଷୟମୁଖୀ ମହାନ ଭାରତୀୟ ସଂସ୍କୃତିର ପୁନର୍ବିନ୍ୟାସ କରିବା ସହିତ ଚରିତ୍ର ମାଧ୍ୟମରେ ପାରମ୍ପରିକ ବିଶ୍ୱାସ, ଈଶ୍ୱରଭକ୍ତି, ସାମାଜିକ ସଂସ୍କାରର ବାର୍ତ୍ତା ଦେବାକୁ ଚାହୁଁଥିବା ଶ୍ରୀ ସାମଲଙ୍କ ତୃତୀୟ ଉପନ୍ୟାସ ‘ସାମାନ୍ୟ କଥା’ ଏବେ ଆପଣଙ୍କ ହାତପାଆନ୍ତାରେ। ସଂଘର୍ଷ ଭିତରେ ଆଦର୍ଶ, ତ୍ୟାଗ ଭିତରେ ସମନ୍ୱୟ, ଏକତା ଭିତରେ ସାମାଜିକ ସଦ୍‍ଭାବର ଭାବଭୂମିରେ ରଚିତ ତାଙ୍କର ଦୁଇଟି ଉପନ୍ୟାସ ‘ଯାଆଁଳା ତୋଟା’ ଓ ‘ସାଇତା ଲିମ୍ବ’ ପୂର୍ବରୁ ପ୍ରକାଶ ପାଇ ବେଶ୍‍ ପାଠକୀୟ ଆଦୃତି ପାଇଛି। ଜଣେ ନିରଳସ ସମାଜକର୍ମୀ ଭାବେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିଆସୁଥିବା କାଳନ୍ଦି ସାମଲ ଓଡ଼ିଶା ମାଟିର ପାରଂପରିକ ଜୀବନଧାରାକୁ ଆଉଟିକେ ପ୍ରଶସ୍ତ ଓ ପ୍ରଗାଢ଼ କରିବା ପାଇଁ ଉପନ୍ୟାସର ଚରିତ୍ରମାନଙ୍କ ମାଧ୍ୟମରେ ଉଦ୍ୟମ କରିଆସୁଛନ୍ତି, ଯାହା କେଳବ ପ୍ରଶଂସନୀୟ ନୁହେଁ, ଧନ୍ୟବାଦାର୍ହ ମଧ୍ୟ।

Samanya Katha | ସାମାନ୍ୟ କଥା | କାଳନ୍ଦି ସାମଲ | ଉପନ୍ୟାସ

SKU: SKKSL
₹145.00Price
Quantity
  • Publisher ‏ : ‎ Timepass

    First Edition : 2022

    Paperback ‏ : ‎ 128 pages

    Language : Odia

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page