ଡିଲେଶ୍ୱର ରଣା (୧୯୯୪) ତରୁଣ ପିଢ଼ିର ଅନ୍ୟତମ ପ୍ରତିଭାବାନ କଥାକାର । ସେ ଭୋଗୁଥିବା ଜୀବନର ପରିଧି ଭିତରୁ ସାଉଁଟି ଆଣନ୍ତି ଗଳ୍ପର ପଥରଖଣ୍ଡ ଓ ସେଥିରେ ଆଙ୍କିଦିଅନ୍ତି ସ୍ୱକୀୟ କଥାଶିଳ୍ପର କାରୁକାର୍ଯ୍ୟ । କଳାହାଣ୍ଡି ଜିଲ୍ଲାର ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ଗଳ୍ପ, କବିତା, ଫିଚର, ଗୀତ ଆଦି ରଚନା କରିବା ସହିତ ଗାୟନ ଓ ଅଭିନୟରେ ମଧ୍ୟ ରୁଚି ରଖନ୍ତି । କଥା ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ନବନୀତା ପଲ୍ଲବନ ଶବ୍ଦ ସମ୍ମାନ, ତପସ୍ୟା ସମ୍ଭାବନା ପୁରସ୍କାର ଆଦି ପାଇଥିବା ଡିଲେଶ୍ୱର ସଂପ୍ରତି ଶିକ୍ଷକତା ବୃତ୍ତିରେ ଅବସ୍ଥାପିତ ।
Senrra ସେଁର୍ରା | ଡିଲେଶ୍ଵର ରଣା | ଗଳ୍ପ ସଂକଳନ
SKU: SDRA
₹145.00Price
Publisher : Timepass
First Edition : 2021
Paperback : 94 pages
ISBN-13 : 978-8194925781
Language : Odia
Reading age : 18 years and up
Country of Origin : India