ପ୍ରହଲ୍ଲାଦ ଶତପଥୀ (୧୯୫୭) ଓଡ଼ିଆ କବିତାର ଅନ୍ୟତମ ସମୃଦ୍ଧ ଓ ସିଦ୍ଧ ଉଚ୍ଚାରଣ। ଶବ୍ଦରେ ନିଶବ୍ଦ ହେବାର ଉନ୍ମାଦନା ତାଙ୍କ କବିତାକୁ ଦିଏ ନୂଆ କିରଣ। ‘ଜଣେ କେହି ବର୍ଷାରେ ଭିଜୁଥାଇ ପାରେ’, ‘ଅଲଗୁଣୀରେ ଅବୟବ’, ‘ରାତି ସହ ମୁଁ ପାହି ଆସୁଥାଏ’, ‘ସବୁ କାନ୍ଥ ଏବେ ମାୟା’ ପରେ ‘ଶବ୍ଦରେ ନିଶବ୍ଦ’ ପ୍ରହଲ୍ଲାଦଙ୍କ ପଞ୍ଚମ କବିତା ସଂକଳନ। ପୃଥିବୀ ଏବେ ଚାରି କାଂଥ ଭିତରେ ଆବଦ୍ଧ। ଶବ୍ଦ ଓଠର କାନ୍ଥରୁ ବାହାରି ପାରୁନି। ଦୃଶ୍ୟ ଆଖି ଭିତରେ ବନ୍ଦୀ। ପାଦ ସବୁତକ ରାସ୍ତାକୁ ନେଇ ବସି ଯାଇଛି। ଶବ୍ଦର କୋଳାହଳ ଭିତରେ ନିସ୍ୱ ଓ ନିଶବ୍ଦ ପାଲଟିଯାଉଥିବା ସମୟ ପ୍ରତିଫଳିତ ହୋଇଛି ଏ ସଂକଳନରେ।
Shabdare Nishabda | ଶବ୍ଦରେ ନିଶବ୍ଦ | ପ୍ରହଲ୍ଲାଦ ଶତପଥୀ | କବିତା ସଂକଳନ
SKU: SNPSY
₹125.00Price
Publisher : Timepass
First Edition : 2021
Language : Odia
Paperback : 120 pages
Reading age : 18 years and up
Country of Origin : India