ଟାଇମପାସ 'ବଛାବଛା ଗପ' ଶୃଙ୍ଖଳାରେ ବିଷୟଭିତ୍ତିକ ଗଳ୍ପ ସଂକଳନ ହେଉଛି "ଶିକ୍ଷକ", ଯେଉଁଥିରେ ଅଛି ଶିକ୍ଷକମାନଙ୍କୁ ନେଇ 12ଟି ଚମତ୍କାର ଓଡ଼ିଆ ଗଳ୍ପ! କଥାକାର ତପନ ମହାପାତ୍ରଙ୍କ ସଂଯୋଜନାରେ ପ୍ରକାଶିତ ଏହି ସଙ୍କଳନରେ ଅଚ୍ୟୁତାନନ୍ଦ ପତି, ପଦ୍ମଜ ପାଳ, ତରୁଣକାନ୍ତି ମିଶ୍ର, ଆର୍ଯ୍ୟ ଯଜ୍ଞଦତ୍ତ, ସଦାନନ୍ଦ ତ୍ରିପାଠୀ, ଗୌରହରି ଦାସ, ଅରବିନ୍ଦ ରାୟ, ଦେବପ୍ରସାଦ ଦାଶ, ଚିରଶ୍ରୀ ଇନ୍ଦ୍ରସିଂ, ତପନ ମହାପାତ୍ର, ପ୍ରବୀଣା ମହାନ୍ତି ଏବଂ ସୁଜିତ କୁମାର ପଣ୍ଡାଙ୍କର ଗପ ସ୍ଥାନ ପାଇଛି! ଟାଇମପାସ 'ବଛାବଛା ଗପ' ଶୃଙ୍ଖଳାରେ ଏଯାବତ ପ୍ରକାଶ ପାଇଥିବା ସଂକଳନଗୁଡିକ ହେଉଛି: ପ୍ରେମିକା (ସଂପାଦନା: ପବିତ୍ର ପାଣିଗ୍ରାହୀ), କ୍ୟାମ୍ପସ୍ (ସଂପାଦନା: ଗଂଗାଧର ବିଶ୍ୱାଳ), ଗଣିକା (ସଂପାଦନା: ସରୋଜ ବଳ), ନିଷିଦ୍ଧ (ସଂପାଦନା: ସଂଜୟ ଭଟ୍ଟ), ରହସ୍ୟ (ସଂପାଦନା: ଅଞ୍ଜନ ଚାନ୍ଦ), କିନ୍ନର (ସଂପାଦନା: ଡ. ହିରଣ୍ମୟୀ ମିଶ୍ର) ଏବଂ ଶିକ୍ଷକ (ସଂପାଦନା: ତପନ ମହାପାତ୍ର)!
Sikshak | Tapan Mohapatra | ଶିକ୍ଷକ | ତପନ ମହାପାତ୍ର | ବିଷୟଭିତ୍ତିକ ଗଳ୍ପ ସଂକଳନ
Publisher : Timepass
First Edition : 2023
Language : Odia
Paperback : 136 pages
ISBN-13 : 978-9395682046
Reading age : 18 years and up
Country of Origin : India