top of page

ଯୁବ କଥାକାର ଦେବବ୍ରତ ଦାସ (୧୯୮୭)ଙ୍କ ସୃଜନ-ସ୍ପର୍ଶ ସମକାଳୀନ ଓଡ଼ିଆ ସାହିତ୍ୟର ଶିରାପ୍ରଶିରାରେ ଶିହରଣ ଖେଳାଇବାକୁ ସମର୍ଥ। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରୁ ସେ ଏହାର ପ୍ରମାଣ ଦେଇସାରିଛନ୍ତି। କମ୍‍ କବିତା ଓ ବେଶି କଥା ରଚୁୁଥିବା ଦେବବ୍ରତଙ୍କ ଉପସ୍ଥାପନାରେ କିନ୍ତୁ କାବ୍ୟିକତାର ଅଭାବ ନାହିଁ। ଅଭାବ ବି ନାହିଁ ଗଭୀର ଜୀବନଦର୍ଶନର। ସଦ୍ୟ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାରପ୍ରାପ୍ତ ଏହି ସଂକଳନଟିର ଦ୍ୱିତୀୟ ସଂସ୍କରଣ ପ୍ରକାଶ ଅବସରରେ ଏକଥା ସ୍ୱୀକାର କରିହେବ ଯେ ଦେବବ୍ରତ ତାଙ୍କ ଗଳ୍ପର ରାସ୍ତା ପାଇଯାଇଛନ୍ତି ଅନେକ ଦିନୁ। ପାକଳ ହାତ ଓ ପ୍ରେମମନସ୍କ ହୃଦୟ ନେଇ ସେ ଯେଉଁଭଳି ଜୀବନବାଦୀ ଗଳ୍ପସବୁ ଗଢ଼ିବା ଆରମ୍ଭ କରିଛନ୍ତି, ତାହା ଆମ ସାହିତ୍ୟର ଭବିଷ୍ୟତକୁ ଅଧିକ ସୁରକ୍ଷିତ ଓ ସମୃଦ୍ଧ କରିବ, ମୋର ବିଶ୍ୱାସ। - ସରୋଜ ବଳ

Sparsha O Anyanya Galpa | ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ | ଦେବବ୍ରତ ଦାସ | ସାହିତ୍ୟ ଅକାଦେମୀ

₹125.00Price
Quantity
  • Publisher ‏ : ‎ Timepass

    2nd edition : 2022

    Language ‏ : ‎ Odia

    Paperback ‏ : ‎ 120 pages

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page