top of page

ଅନୀଲ କୁମାର ପାଢ଼ୀ (୧୯୬୯) ସାମ୍ପ୍ରତିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ସମୃଦ୍ଧ ସ୍ୱର। ବିଶ୍ୱଦୃଷ୍ଟି ଓ ବିଶ୍ୱସନୀୟ ଚରିତ୍ରଚିତ୍ରଣ ତାଙ୍କ କଥାକର୍ମର ଦୁଇ ବିଶେଷ ଗୁଣ। ବିଷୟର ସମକାଳୀନତା ତାଙ୍କ ରଚନାକୁ ପ୍ରାଣ ଦିଏ। ଗଳ୍ପ ସଂକଳନ: ଏକ ବିସ୍ଫୋରଣର ଅପେକ୍ଷାରେ, ସୋପାନସୋପାନ ମୁକ୍ତି, ଆର୍ଦ୍ରା ନକ୍ଷତ୍ରର ବର୍ଷା, ଛାଇପରି କିଛି, ସନ୍ଧିକ୍ଷଣ, ହାଟ, ନୀଡ ନୀର୍ଜନ, ଶେଷ ରାତିର ଶୋଷ, ନୂଆ ସ୍ୱପ୍ନର ସ୍କେଚ୍‌, ଘା ଓ ମେଫିଷ୍ଟୋଫିଲିସ୍‌, ବିସ୍ଥାପିତ ଈଶ୍ୱର, ଗ୍ରୀନ ରୁମ୍‌, ଷ୍ଟାପଲର୍‌, ବିମ୍ବ ପ୍ରତିବିମ୍ବ! ଉପନ୍ୟାସ: ମେଘରାତି, ସାରା ରାସ୍ତା, ଓ ଏକାକୀ, ମଧ୍ୟପଦ, ଅନ୍ଧାର ସେତିକି! ପୁରସ୍କାର: କାଦମ୍ବିନୀ ଗଳ୍ପ ପୁରସ୍କାର, କଥା (ନୂଆଦିଲ୍ଲୀ) ଷ୍ଟୋରୀ ଆୱାର୍ଡ, ଝଂକାର ଗଳ୍ପ ସମ୍ମାନ, ବନଲତା ପଟ୍ଟନାୟକ ଗଳ୍ପ ସମ୍ମାନ, ଘନଶ୍ୟାମ ପାଣି ଗଳ୍ପ ସମ୍ମାନ, ଅମୃତାୟନ ଗଳ୍ପ ପୁରସ୍କାର ଏବଂ ଆହୁରି ଅନେକ! ଯୋଗାଯୋଗ: ସାରାଂଶ, ପ୍ଲଟ୍ ନମ୍ବର-୧୭୯/୨୧୨୯, ଲେନ୍‌-୭, କଲ୍ୟାଣୀ ନଗର, ପାତ୍ରପଡା, ଭୁବନେଶ୍ୱର-୭୫୧୦୧୯, ଖୋର୍ଦ୍ଧା, ଓଡ଼ିଶା

Srestha Galpa | ଶ୍ରେଷ୍ଠ ଗଳ୍ପ | ଅନୀଲ କୁମାର ପାଢ଼ୀ

SKU: SGAKPI
₹245.00Price
Quantity
  • Publisher ‏ : ‎ Timepass

    First Edition : 2022

    Paperback ‏ : ‎ 256 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page