top of page

ପବିତ୍ର ପାଣିଗ୍ରାହୀ (୧୯୬୩) ଓଡ଼ିଆ ସାହିତ୍ୟର ଅନ୍ୟତମ ସମର୍ଥ କଥାଶିଳ୍ପୀ। କାହାଣୀର କଳା ଓ କଳ୍ପନାରେ ସମ୍ମୋହନ ସୃଷ୍ଟି କରପାରୁଥିବା ଜଣେ ଜୀବନବାଦୀ ସ୍ରଷ୍ଟା। ଗଳ୍ପ ସଂକଳନ: ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅନ୍ଧାର ଭଲ, ଗପର ମୁହଁ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ମିଛଘର, ପାଗ ବଦଳିଛି। ଉପନ୍ୟାସ: ଡଅଁର। ପ୍ରବନ୍ଧ: ଜଗତୀକରଣ ଓ ଓଡ଼ିଆ ଗଳ୍ପ, ମନୋଜ୍ଞ ମନୋଜ ଓ ଅନ୍ୟାନ୍ୟ। ଫିଚର: କେତେ କଥା କେତେ ନଥା। କବିତା: କଦମ୍ବ ବନର ସନ୍ନ୍ୟାସୀ। ଜୀବନୀ: ଐତିହାସିକ ମନ୍ମଥନାଥ। ସଂପାଦନା (ଗଳ୍ପ): ମୋହ, ମିଛ, ପ୍ରେମିକା, ପ୍ରେମଗଳ୍ପ, ଦାମ୍ପତ୍ୟ କଥା, ଗଳ୍ପଝର ଗଳ୍ପଗୁଚ୍ଛ, ଶେଷକଥା। (କବିତା): ଜଗନ୍ନାଥ ଦାଶ ଗ୍ରନ୍ଥାବଳୀ (୩ଖଣ୍ଡ), ବସନ୍ତ ବର୍ଣ୍ଣବିଭା, ରମାକାନ୍ତ ରଥଙ୍କ ଶ୍ରେଷ୍ଠ କବିତା। ବୃତ୍ତି: ଅଧ୍ୟାପନା। ସଂପ୍ରତି ଭଦ୍ରକ ଜିଲ୍ଲାସ୍ଥିତ ଧାମନଗର କଲେଜର ଅଧ୍ୟକ୍ଷ ଭାବେ ଅବସ୍ଥାପିତ।

Srestha Galpa | ଶ୍ରେଷ୍ଠ ଗଳ୍ପ | ପବିତ୍ର ପାଣିଗ୍ରାହୀ

SKU: SGPPI
₹225.00Price
Quantity
  • Publisher ‏ : ‎ Timepass

    First Edition (1 January 2019)

    Paperback ‏ : ‎ 240 pages

    Language : Odia

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page