top of page

ମୃଣାଳ (୧୯୬୧) ସମକାଳୀନ ଓଡ଼ିଆ ସାହିତ୍ୟର ଅନ୍ୟତମ ସଫଳ କଥାକାର । ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ବହୁପ୍ରସ୍ଥ-ଜୀବନର କଥା କହେ। ସାଧାରଣ କଥାକୁ ସାଧାରଣ ଲୋକ ବୁଝିପାରିବା ଭଳି ଭାଷାରେ ବ୍ୟଙ୍ଗର ଛୁଙ୍କ ଦେଇ ବେଶ୍‍ ରୋଚକ ଢଙ୍ଗରେ ଉପସ୍ଥାପନା କରିବାରେ ତାଙ୍କର ସମକକ୍ଷ ହୁଏତ ଆମ ସମୟରେ ନାହାନ୍ତି। ଗଳ୍ପ ସଂକଳନ: ଓଡ଼ିଶା ଓ ଅନ୍ୟାନ୍ୟ ଗଳ୍ପ (୧୯୯୧), ବୃତ୍ତ ଓ ଅନ୍ୟାନ୍ୟ ଗଳ୍ପ (୨୦୦୦), ଯମରାଜ ଛୁଟିରେ (୨୦୧୮) ଉପନ୍ୟାସ: ସେକ୍ରେଟାରିଏଟ୍‍ରେ ବାଘ (୧୯୯୫), ଭରତପୁରର ବାଘ (୧୯୯୫), ନିଆଁ (୧୯୯୭), ଶକ୍ତିି (୨୦୦୦), ଶନିମନ୍ଦିର ସାମ୍ନାରେ ସାତ ଭିକାରୀ (୨୦୦୮), ଯମରାଜ ନମ୍ବର ୫୦୦୩ (୨୦୧୦), କଣ୍ଢେଇ (୨୦୧୪), କୁକୁର କାହାଣୀ (୨୦୧୯) ପୁରସ୍କାର: ରାଷ୍ଟ୍ରଦୀପ ରମ୍ୟରଚନା ସମ୍ମାନ, ସହକାର ଗଳ୍ପ ସମ୍ମାନ, ଡ. ରାଧାନାଥ ରଥ ସମ୍ବାଦ ସାହିତ୍ୟ ପୁରସ୍କାର, ମୟୂରଭଂଜ ସମ୍ମାନ, ତୀରତରଙ୍ଗ ବ୍ୟଙ୍ଗରଚନା ସମ୍ମାନ, ପୁନର୍ନବା ଉପନ୍ୟାସ ସମ୍ମାନ! -ସରୋଜ ବଳ

Srestha Galpa | ଶ୍ରେଷ୍ଠ ଗଳ୍ପ | ମୃଣାଳ

SKU: SGML
₹225.00Price
Quantity
  • Publisher ‏ : ‎ Timepass

    First Edition : 2021

    Paperback ‏ : ‎ 256 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page