top of page

ଶୈଳେନ୍ଦ୍ର ମହାପାତ୍ର (୧୯୪୨) ଓଡ଼ିଆ କଥାସାହିତ୍ୟର ସମୃଦ୍ଧ ଉଚ୍ଚାରଣ। ମାନବିକ ସମ୍ବେଦନା, ଉଦାର ହାସ୍ୟରସ ସହ ବ୍ୟଙ୍ଗ, ମଣିଷର ଅସହାୟତା, ଗହୀର ମନର କଥା, ସାବଲୀଳ ସରଳ ବର୍ଣ୍ଣନାଚାତୁରୀ ତାଙ୍କ ରଚନାକୁ କରିଥାଏ ପ୍ରାଣସ୍ପର୍ଶୀ। ଗଳ୍ପ ସଂକଳନ: ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ (୧୯୮୧), ବସନ୍ତର ପ୍ରଥମ ପୁରସ୍କାର (୧୯୯୫), ଆଗ୍ନେୟ ଗାନ୍ଧାର (୧୯୯୬), ଦୀକ୍ଷାମନ୍ତ୍ର (୧୯୯୭), ଭଙ୍ଗା ଆଇନା (୨୦୦୦), ପକ୍ଷିରାଜ ଘୋଡ଼ାର ରାଜକୁମାର (୨୦୦୨), ଶ୍ରେଷ୍ଠ ଗଳ୍ପ (୨୦୦୩), ସାତତାଳ ପଙ୍କ ତଳେ (୨୦୧୨)। କବିତା ସଂକଳନ: ଆଜିର ସେଦିନର। ବୃତ୍ତି: ବିଭିନ୍ନ ମହାବିଦ୍ୟାଳୟରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା। ଏନ୍‌.ସି. ସ୍ୱୟଂଶାସିତ କଲେଜ (ଯାଜପୁର), ଭଦ୍ରକ ସ୍ୱୟଂଶାସିତ କଲେଜ, ଦୁର୍ଗାପ୍ରସାଦ ସରାଫ୍‍ ଇଂରାଜୀ ମିଡ଼ିୟମ ସ୍କୁଲର ପୂର୍ବତନ ଅଧ୍ୟକ୍ଷ। ବର୍ତ୍ତମାନ ଏସ୍‌.ବି.ଡ଼ି ଇଣ୍ଟରନ୍ୟାସନାଲ ସ୍କୁଲର ପରାମର୍ଶଦାତା ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ୍‍ଜିକ୍ୱିଟିଭ୍ କମିଟିର ସଭାପତି।

Srestha Galpa | ଶ୍ରେଷ୍ଠ ଗଳ୍ପ | ଶୈଳେନ୍ଦ୍ର ମହାପାତ୍ର

SKU: SGSMA
₹195.00Price
Quantity
  • Publisher ‏ : ‎ Timepass

    First Edition : 2019

    Paperback ‏ : ‎ 212 pages

    ISBN-13 ‏ : ‎ 978-8193383780

    Language : Odia

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page