top of page

ଦାଶ ବେନହୁରଙ୍କର ସହଧର୍ମିଣୀ ହିସାବରେ ନୁହେଁ ବରଂ ଜଣେ ଶ୍ରଦ୍ଧାଶୀଳା ପାଠିକା ଭାବରେ ଏ ସଂକଳନର ଗଳ୍ପଗୁଡ଼ିକୁ ମୁଁ ବାଛିଛି। ଦୀର୍ଘ ଚାଳିଶ ବର୍ଷ ଭିତରେ ପ୍ରକାଶପାଇଥିବା ଦଶଟି ଗଳ୍ପ ସଂକଳନରୁ ଏସବୁ ଆସିଛନ୍ତି। ପ୍ରତିଟି ଗଳ୍ପରେ ପ୍ରତିଫଳିତ ହୋଇଛି ବାସ୍ତବ ଅସହାୟତାର ନିଖୁଣ ଚିତ୍ର ଓ ମାନବିକତାର ଉଷୁମପଣ। ଗଳ୍ପଗୁଡ଼ିକୁ ପଢ଼ିବାପରେ ଏକ ଅନୁଚ୍ଚାରିତ ସଂବେଦନା ମୁଁ ଅନୁଭବ କରିଛି। ଆଶା ଓ ବିଶ୍ୱାସ ସଂକଳନଟି ଅନୁରୂପ ଭାବେ ପାଠକ ପାଠିକାଙ୍କ ହୃଦୟକୁ ଛୁଇଁବ। - ଜୟଂତିକା

Srestha Galpa | Dash Benhur | ଶ୍ରେଷ୍ଠ ଗଳ୍ପ | ଦାଶ ବେନହୁର (ଦ୍ଵିତୀୟ ସଂସ୍କରଣ)

SKU: SGDBR
₹195.00Price
Quantity
  • Publisher ‏ : ‎ Timepass

    2nd edition : 2023

    Paperback ‏ : ‎ 160 pages

    Language : Odia

    Reading age ‏ : ‎ 18 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page