ମନୋଜ ଦାସ (୧୯୩୪-୨୦୨୧) ଆଧୁନିକ ଓଡ଼ିଆ କଥାସାହିତ୍ୟର ବିଶ୍ୱକର୍ମା। ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଏହି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ସାହିତ୍ୟର ପ୍ରାୟ ସବୁ ବିଭାଗରେ ସିଦ୍ଧ ଓ ସମୃଦ୍ଧ। ଗଳ୍ପ ସଂକଳନ: ଆରଣ୍ୟକ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ, ଧୂମ୍ରାଭ ଦିଗନ୍ତ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, କଥା ଓ କାହାଣୀ, ଲକ୍ଷ୍ମୀର ଅଭିସାର, ମନୋଜ ପଞ୍ଚବିଂଶତି। ଉପନ୍ୟାସ: ବୁଲ୍ଡୋଜର୍ସ, ପ୍ରଭଞ୍ଜନ, ଗୋଧୂଳିର ବାଘ, ଅମୃତ ଫଳ, ଆକାଶର ଇସାରା, ଶେଷ ତାନ୍ତ୍ରିକର ସନ୍ଧାନରେ। ପୁରସ୍କାର: ପଦ୍ମଭୂଷଣ ସମ୍ମାନ, ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, ଅତିବଡ଼ୀ ପୁରସ୍କାର, ସାହିତ୍ୟ ଏକାଡେମୀ ଫେଲୋସିପ୍ ଆଦି ଅସଂଖ୍ୟ।
Srestha Galpa | Manoj Das | ଶ୍ରେଷ୍ଠ ଗଳ୍ପ | ମନୋଜ ଦାସ
Publisher : Timepass
3rd edition : 2023
Paperback : 208 pages
Language : Odia
Reading age : 18 years and up
Country of Origin : India