top of page

ସରୋଜିନୀ ସାହୁ (୧୯୫୬) ଓଡ଼ିଆ କଥାସାହିତ୍ୟର ଜଣେ ପ୍ରଭାବଶାଳୀ ସ୍ରଷ୍ଟା। ସମତୁଲ ନାରୀତ୍ୱର ପ୍ରତିଷ୍ଠା ଓ ସ୍ୱାଭିମାନ ପାଇଁ ନିରନ୍ତର ନିଜ ଗଳ୍ପ ଓ ଉପନ୍ୟାସରେ ପ୍ରୟାସ କରିଆସିଥିବା ଜଣେ ନିର୍ଭୀକା ଓ ନିଖୁଣ ଶିଳ୍ପୀ ସେ। ସାହିତ୍ୟରେ ନିଜ ସମୟକୁ ନିର୍ଭେଜାଲ୍‍ ଚିତ୍ରଣରେ ସାଇତିରଖିବା ତାଙ୍କର ଏକ ବଡ଼ ଲେଖକୀୟ ଗୁଣ। ବିଗତ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଓଡ଼ିଆ କଥାସାହିତ୍ୟକୁ ସିଦ୍ଧ ଓ ସମୃଦ୍ଧ କରିଆସିଥିବା ଡ. ସାହୁଙ୍କର ପ୍ରଥମ ଚାରୋଟି ଉପନ୍ୟାସକୁ ଏକାଠି କରି ‘ସୃଜନ ସମଗ୍ର’ ପ୍ରଥମ ଭାଗର ପରିକଳ୍ପନା। ଉପନ୍ୟାସର ଦୀକ୍ଷିତ ପାଠକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଗ୍ରନ୍ଥାବଳୀ ସଂଗ୍ରହଣୀୟ ହେବ ବୋଲି ଆଶା କରାଯାଏ।

Srujan Samagra-1 | Sarojini Sahoo | ସୃଜନ ସମଗ୍ର-୧ | ସରୋଜିନୀ ସାହୁ

SKU: SSSSO1
₹595.00Price
Quantity
  • Publisher ‏ : ‎ Timepass

    First Edition : 2023)

    Hardcover ‏ : ‎ 502 pages

    ISBN-13 ‏ : ‎ 978-9395682510

    Language ‏ : ‎ Odia

    Hardcover ‏ : ‎ 560 pages

    Reading age ‏ : ‎ 15 years and up

    Country of Origin ‏ : ‎ India

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page