top of page

ହିନ୍ଦୀ ଭାଷାର ସୁପ୍ରତିଷ୍ଠିତ କବି, କଥାକାର ତଥା ପ୍ରାବନ୍ଧିକ ଧ୍ରୁବ ଶୁକ୍ଳ ଦୀର୍ଘ ଚାଳିଶ ବର୍ଷ ଧରି ଲେଖନୀଚାଳନା କରିଆସୁଛନ୍ତି। ତାଙ୍କର ଜନ୍ମ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ। ପାଞ୍ଚଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ, ତିନୋଟି ଉପନ୍ୟାସ ଓ ପାଞ୍ଚଟି ଆଲୋଚନା ପୁସ୍ତକର ରଚୟିତା ଭାବେ ସେ ପାଠକମହଲରେ ସୁପରିଚିତ। ‘ପୂର୍ବାଗ୍ରହ’ ଓ ‘ସାକ୍ଷାତକାର’ ପରି ପ୍ରତିଷ୍ଠିତ ପତ୍ରିକାର ସମ୍ପାଦନା ମଧ୍ୟ ସେ କରିଛନ୍ତି। ସପରିବାର ସେ ଭୋପାଳରେ ବସବାସ କରନ୍ତି। ଏଇ ସଂକଳନର ସମସ୍ତ କବିତା କରୋନା ସମୟରେ ହିଁ ଲେଖାଯାଇଛି /// ପ୍ରବାସିନୀ ମହାକୁଡ଼ ଓଡ଼ିଆ ଭାଷାର ଅନ୍ୟତମ ସୂକ୍ଷ୍ମ ଓ ସମ୍ବେଦନଶୀଳ କବି। ୪ ନଭେମ୍ବର ୧୯୫୭ରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ଜନ୍ମ। ମୁହୂର୍ତ୍ତ ମୁହୂର୍ତ୍ତ, ଆଧାରଶିଳା, ପରମା, ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ଜିପ୍ସୀ ଝିଅ, କେହିଜଣେ ଶୁଭାଙ୍ଗୀ, ନଭେମ୍ବର ମୋର ଜନ୍ମମାସ, କଥା କୁହ କବିତା, ନାଆଁର ଊର୍ଦ୍ଧ୍ୱରେ, ପ୍ରତିଥର ଶୋଷ, ଅପରାଜିତାର ଦିନରାତି ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ ସୁପରିଚିତା। ହିନ୍ଦୀରୁ ଅନେକ ପୁସ୍ତକ ସେ ଓଡ଼ିଆକୁ ଅନୁବାଦ କରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ନ୍ୟାସନାଲ୍ ବୁକଟ୍ରଷ୍ଟ ଦ୍ୱାରା ନିମନ୍ତ୍ରିତ ହୋଇ ସେ ଦେଶ ବିଦେଶରେ ବହୁ ସ୍ଥାନରେ କବିତା ପାଠ କରିଛନ୍ତି। ସଂପ୍ରତି ସେ ଢେଙ୍କାନାଳରେ ଅବସ୍ଥାନ କରୁଛନ୍ତି।

Tarikhare Ataki Jaithiba Samay | ତାରିଖରେ ଅଟକି ଯାଇଥିବା ସମୟ | ପ୍ରବାସିନୀ ମହାକୁଡ଼ |

SKU: TAJSPMADSA
₹95.00Price
Quantity
  • Publisher ‏ : ‎ Timepass

    1st edition : 2021)

    Paperback ‏ : ‎ 64 pages

    Reading age ‏ : ‎ 18 years and up

    Language ‏ : ‎ Odia

    Country of Origin ‏ : ‎ India

     

     

     

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page