top of page

"ଶବ୍ଦ ଓ ଅକ୍ଷର ଅପେକ୍ଷା ନୀରବତା ହିଁ ବେଶୀ ଆକର୍ଷିତ କରିଚି ମତେ । ଗୀତ ପଦେ ଗୁଣୁଗୁଣେଇଲା ବେଳେ ନୀରବତା ହିଁ ବେଶୀ ଥଟ୍ଟା କରିଛି । ପାରିବି କି ଏ ନୀରବତାଠୁ ଗୋଟେ ଭଲ ସଂଗୀତ ତିଆରି କରି! ପ୍ରୟାସ କରିଚି, ପରାସ୍ତ ହେଇଚି, ପୁଣି ପ୍ରୟାସ କରିଚି । ନିଜକୁ ଶତ ପ୍ରତିଶତ ବ୍ୟକ୍ତ କରିବାର ବିଫଳତା ସତ୍ତ୍ୱେ କାଳେ ମିଳିଯିବ ଟୋପାଏ ଅନ୍ତରଂଗତା- ଏଇଥିପାଇଁ ଆଶା ବୈତରଣୀରେ କେତେ ଯେ ଡୁବିଚି-ଉଠିଚି! ଏ କବିତା ସବୁ ସେଇ ସମ୍ମିଳିତ ଅସହାୟତାର, ନିପାରିଲାପଣର ଗୋଟେ ଗୋଟେ ସ୍ମୃତି । କ୍ଷତକୁ ସତେଜ ରଖିବାର ଅନୁରାଗମୟ ଆଶ୍ୱାସନା ।" - ଜ୍ଞାନୀ ଦେବାଶିଷ ମିଶ୍ର

Tathapi Jibana | ତଥାପି ଜୀବନ | ଜ୍ଞାନୀ ଦେବାଶିଷ ମିଶ୍ର | କବିତା ସଂକଳନ

SKU: TJGDMR
₹125.00Price
Quantity
  • Publisher ‏ : ‎ Timepass

    2nd edition : 2022

    Paperback ‏ : ‎ 80 pages

    Reading age ‏ : ‎ 18 years and up

    Language ‏ : ‎ Odia

    Country of Origin ‏ : ‎ India

     

     

     

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page