top of page

ସୁଶୀଳ ପ୍ରଧାନ (୧୯୭୬) ସମକାଳୀନ ଓଡ଼ିଆ ଗଳ୍ପର ଅନ୍ୟତମ ପ୍ରଖର ପ୍ରତିଶ୍ରୁତି। ଜୀବନ ପ୍ରତି ସମ୍ବେଦନଶୀଳ ଏହି କଥାକାର ନିରବରେ ଖୋଦେଇ କରୁଥାନ୍ତି ସମୟର ଖଣିଖାଦାନ ଓ ତା ଭିତରୁ ସାଉଁଟି ଆଣୁଥାନ୍ତି ସଂପର୍କର ନାନାଦି ଦରବ। ନିଷ୍ଠୁର ବାସ୍ତବତାର କଥା କହିଲାବେଳେ ବି ସୁଶୀଳ ଆଶାବାଦ ଓ ଜୀବନବୋଧ ଉପରେ ଆସ୍ଥା ରଖିଥାନ୍ତି, ଯାହା ତାଙ୍କ ଗପକୁ ଅନ୍ୟମାନଙ୍କଠାରୁ ଟିକେ ଅଲଗା କରି ତୋଳେ। ଝଙ୍କାର, କଥା, ନନ୍ଦିକା, ଅର୍ପିତା, ସତ୍ୟବାଦୀ, ଚନ୍ଦନଧାରା ଆଦି ପତ୍ରିକାରେ ନିୟମିତ ଲେଖିଆସୁଥିବା ସୁଶୀଳ ପ୍ରଧାନଙ୍କର ପ୍ରଥମ ଗଳ୍ପ ସଂକଳନ ‘ଅନ୍ଧାରରେ ଥାଉ କିଛି’ ପ୍ରକାଶ ପାଏ ୨୦୧୯ରେ। ‘ଟିକେ ନିରୋଳାରେ ଆସ’ ତାଙ୍କର ଦ୍ୱିତୀୟ ଗଳ୍ପ ସଂକଳନ, ଯେଉଁଥିରେ ସେ ଭାଙ୍ଗିଯାଉଥିବା ସଂପର୍କର ଭଙ୍ଗାକାଚକୁ ରାସ୍ତାରୁ ହଟେଇଦେଇ ପୁରୁଣା ବିଶ୍ୱାସର ଛାଇରେ ପୁଣିଥରେ ଜୀବନର ଶିଳାନ୍ୟାସ କରିବାକୁ ପ୍ରୟାସ କରିଛନ୍ତି । ତାଙ୍କର ଏ ସଂକଳନଟି ଖୁବ୍‍ ପାଠକାଦୃତ ହେବ, ଏ ବିଶ୍ୱାସ ରହିଛି। - ସରୋଜ ବଳ

Tike Nirolare Asa | Sushil Pradhan | ଟିକେ ନିରୋଳାରେ ଆସ | ସୁଶୀଳ ପ୍ରଧାନ | ଗଳ୍ପ ସଂକଳ

SKU: TNASPN
₹195.00Price
Quantity
  • Publisher ‏ : ‎ Timepass

    First Edition : 2022

    Perfect Paperback ‏ : ‎ 160 pages

    Reading age ‏ : ‎ 18 years and up

    Language ‏ : ‎ Odia

    Country of Origin ‏ : ‎ India

     

     

     

ଟାଇମପାସ ମାନେ କଣ ଖାଲି ଟାଇମପାସ?

I’m a paragraph. Double click here or click Edit Text to add some text of your own or to change the font. Tell your visitors a bit about your services.

ଅଧିକ ଜାଣନ୍ତୁ
bottom of page